Monthly Archives

January 2025

ଡବଲ୍ ଇଞ୍ଜିନ୍ ସରକାର ଉପରେ ପ୍ରଚଣ୍ଡ ବର୍ଷିଲା ବିଜେଡ଼ି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡବଲ୍ ଇଞ୍ଜିନ୍ ସରକାର ଉପରେ ପ୍ରଚଣ୍ଡ ବର୍ଷିଛି ଆଜି ବିଜେଡ଼ି - ଡବଲ୍ ଇଞ୍ଜିନ୍ କ’ଣ କଲ, ଦରବୃଦ୍ଧିରେ ଲୋକେ ହେଲେଣି କଲବଲ । ଅସହ୍ୟ ଦରବୃଦ୍ଧି ପ୍ରତିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ଵରର ରାଜରାସ୍ତାରେ ବିଶାଳ
Read More...

ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆର୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ
Read More...

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ପରିସରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଗଞ୍ଜଳୁ ମିର୍ଦ୍ଧାଙ୍କ
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ୍ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ୫୧ ତମ ବନ୍ଧୁ ମିଳନ ସମାରୋହ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୪୮ ଜଣ ପୂରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Read More...

୭୭ ବ୍ୟାଚ୍‌ର ବନ୍ଧୁ ମିଳନ ଓ ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘର ବନ୍ଧୁମିଳନ ଓ ବାର୍ଷିକ ସାଧାରଣ ସଭା ପଥରଚେପା ସ୍ଥିତ ପଞ୍ଚବଟି ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରତନ କୁମାର ମହାରଣା ଅଧକ୍ଷତା କରିଥିଲେ । ଦିବଂଗତ ବନ୍ଧୁ ବିଷ୍ଣୁ ପ୍ରସାଦ
Read More...

ଆକାଶବାଣୀ ବଲାଙ୍ଗିର କେନ୍ଦ୍ରର ନୂତନ ବର୍ଷ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ, ଦୂରଦର୍ଶନ ଓ ବଲାଙ୍ଗିର କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି, ଯନ୍ତ୍ରୀ ସଞ୍ଜୟ
Read More...

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ଦିଶା ନିର୍ଦ୍ଦେଶ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷକ ଓ ଅବିଭାବକଙ୍କ ଏକ ଦିବସୀୟ ଦିଶାନିର୍ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ
Read More...

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କଣ୍ଟାବାଞ୍ଜିରେ ପ୍ରଶିକ୍ଷଣ ତାଲିମ୍ ଶିବିର

ତୁରେକେଲା, (ପିତାମ୍ବର ଦୀପ) : ଜିଲ୍ଲା ଶିକ୍ଷକ ଶିକ୍ଷା ଅନୁଷ୍ଠାନ ବଲାଙ୍ଗିର ଦ୍ଵାରା ଆୟୋଜିତ ପ୍ରଧାନ ଶିକ୍ଷକ ବୃତ୍ତିଗତ ବିକାଶ ପାଇଁ "ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା " ଆଧାରିତ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନିୟ ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା
Read More...

ଚୋରକୁ ଧରିବାରେ ସଫଳ ହୋଇଛି ପୋଲିସ

ଜୟପାଟଣା, (ଶେଷଦେବ ବେହେରା) : ମୋବାଇଲ୍ ଚୋରକୁ ଧରିବାରେ ସଫଳ ହୋଇଛି ଜୟପାଟଣା ପୋଲିସ । ବିଗତ ଦିନରେ ଜୟପାଟଣା ସହରରେ ମୋବାଇଲ ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ଘଟଣାର ୪ ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗତ ୩୧
Read More...

ତ୍ରିଦିବସୀୟ ପ୍ରଗତି ତାଲିମ୍ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିଆଇଇଟି ବରଗଡ଼ ଆନୁକୁଲ୍ୟରେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ
Read More...