Monthly Archives

January 2025

ଜିଲ୍ଲାପାଳଙ୍କ ଦ୍ୱାରା ଅନ୍ତର୍ଲା ଗ୍ରାମରେ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଲା ଗ୍ରାମ ସ୍ଥିତ ଆଶା ମିଲେଟ ପ୍ରଡ୍ୟୁସର କମ୍ପାନୀ କାର୍ଯ୍ୟାଳୟ ଠାରେ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ମାଣ୍ଡିଆ ମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଗୌରବ ଶିବାଜୀ
Read More...

ସମ୍ବର୍ଦ୍ଧିତ ହେଲେ ବିଧାୟକ କଳିକେଶ ଓ ସୁଟିଂ ଖେଳାଳି ସୁବାଶ ପାଣିଗ୍ରାହୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ଠାରେ ଅନୁଷ୍ଠିତ ୩ୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନି ଉତ୍ସବରେ କମିଟି ପକ୍ଷରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ଟିଟିଲାଗଡର ସୁଟିଂ ଖେଳାଳି ସୁବାଶ ପାଣିଗ୍ରାହୀଙ୍କୁ ଉଭୟଙ୍କ କୃତିତ୍ୱ ପାଇଁ କମିଟି ପକ୍ଷରୁ
Read More...

ଜୟପାଟଣା ରେଞ୍ଜର ପ୍ରଦୀପ ଭୋଇଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତ ସାଗରପାଲି ଗାଁର ତଥା କଲାହାଣ୍ଡି ଜିଳ୍ଲା ଜୟପାଟଣା ରେଞ୍ଜର ପ୍ରଦୀପ ଭୋଇ (୫୮)ଙ୍କ ସୋମବାର ପ୍ରାୟ ୧୧ ଟା ସମୟରେ ବଲାଙ୍ଗିର ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ଧର୍ମପତ୍ନୀ କ୍ଷିରୋଦିନୀ ଭୋଇ, ମାଁ
Read More...

ଆଜି ଶୁଳିଆ : ଯାତ୍ରା ଆରମ୍ଭ ଅପେକ୍ଷାରେ ଖଳାରେ ଶ୍ରଦ୍ଧାଳୁ

ପରମ୍ପରା ଆଗରେ ହାର ମନିବ ପ୍ରଶାସନରକ୍ତରଞ୍ଜିତ ହେବା ଶୁଲିଆ ପୀଠ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କୁଳୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଗାଁରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ବହୁ ପୁରାତନ ଓ ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ଚଳିତ ବର୍ଷର ଚୁଡ଼ାନ୍ତ ପର୍ଯ୍ୟାୟରେ
Read More...

ବି.କେ.ଏମ୍‌.ପି. ଫୁଟବଲ ପ୍ରତିଯୋଗିତା : କମସରାକୁ ହରାଇ ଫାସେଡ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁରରେ ଗତ ୨ ତାରିଖରୁ ହୋଇ ଆସୁଥିବା ୩୦ତମ ବି.କେ.ଏମ୍‌.ପି. ଫୁଟବଲ ପ୍ରତିଯୋଗିତା ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ଫାସେଡ ଏବଂ କମସରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାସେଡ୍ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିବା
Read More...

ହାପି ମୋମେଣ୍ଟସର ପ୍ରତିଭା ଖୋଜ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆର ପ୍ରତିଭା ଖୋଜ 'ଟ୍ୟାଲେଣ୍ଟ ଯୋ ବଦଲ ଦେ ଦୁନିଆ' କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ କ୍ରିଷ୍ଣା ବିକାଶ ଇଣ୍ଡୋ ଗ୍ଲୋବାଲ ସ୍କୁଲରେ
Read More...

ଧାନ ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ : ଝାରବନ୍ଧ ପାଇକମାଲ ରାସ୍ତା ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ରାସ୍ତା ଚୁହାପାଲି ବ୍ରିଜ ପାଖରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ଜଣେ ଯୁବକର ଅକାଳ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଚୁହାପାଲି ଗ୍ରାମର ରାଜେଶ କୁମ୍ଭାର (୨୦) । ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ ସୋମବାର
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ମନହିରା ନିକଟସ୍ଥ ଭଇଁଶା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହରିବୋଲ ନନ୍ଦଙ୍କ (୮୨) ବୟସରେ ପରଲୋକ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଛାତ୍ର ବତ୍ସଲ ଶିକ୍ଷକ ଭାବେ ସୁପରିଚିତ ଥିଲେ । ଏଥି ସହିତ ଅନେକ ଧର୍ମାନୁଷ୍ଠାନ ସହିତ ଜଡିତ ରହି
Read More...

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ସମ୍ମାନୀତ ହେଲା ବଲାଙ୍ଗିର ଉଠା ଜଳସେଚନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ସମ୍ମାନୀତ ହେଲା ବଲାଙ୍ଗିର ଜିଲ୍ଲା । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ
Read More...

ବଡ଼ଟୀକାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବଡଟିକା ସ୍ଥିତ ଧରଣୀଧର ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ କ୍ରୀଡ଼ାସଂଘ ଆନୁକୁଲ୍ୟରେ ଆଜି ଠାରୁ ପ୍ରଥମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଓ ଝାରସୁଗୁଡ଼ା ଶାନ୍ତି ନଗର ମଧ୍ୟରେ ଅନୁଷ୍ଠିତ
Read More...