ମାୟାବର୍ହା ହାଇସ୍କୁଲ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ପାଇଲେ ଡକଟରେଟ ଡ଼ିଗ୍ରୀ : ସ୍କୁଲ ତରଫରୁ ସମ୍ବର୍ଦ୍ଧନା
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ଅବସ୍ଥାପିତ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଡକଟରେଟ ଲାଭ କରିଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ବୃନ୍ଦ ସମ୍ବର୍ଦ୍ଧନା ଦେଇଛନ୍ତି । ଶ୍ରୀ ପଶାୟତ ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ!-->…
Read More...
Read More...