ଧାନକିଣା ଟାର୍ଗେଟକୁ ନେଇ ଚାଷୀ ଅସନ୍ତୋଷ : ରାଜରାସ୍ତା ଅବରୋଧ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି ଠାରେ ଧାନକିଣା ଟାର୍ଗେଟକୁ ନେଇ ଚାଷୀ ଅସନ୍ତୋଷ ହୋଇ ରାଜରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ସରକାର ଲ୍ୟାମ୍ପ ମଧ୍ୟରେ ଦିନକୁ ୩ହଜାର କୁଇଣ୍ଟାଲ ଧାନ!-->…
Read More...
Read More...