Monthly Archives

January 2025

ମୁରିବାହାଲ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ : ମୋଟ ୭୬ଟି କଳା ପରିବେଷଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ତଥା ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବ୍ଲକ
Read More...

ହୁମାନିଟି ଫାଉଣ୍ଡେସନ ତରଫରୁ ଏକ ନିଆର କାର୍ଯ୍ୟକର୍ମ

ରାଉରକେଲା, (ସସ୍ମିତା ପ୍ରଧାନ) : ହୁମାନିଟି ଫାଉଣ୍ଡେସନ ଏକ ନିଆରା କାର୍ଯ୍ୟ କରିଛି । ସମସ୍ତ ସଦସ୍ୟ ସଦସ୍ୟା ମାନେ ରାଉରକେଲା ସ୍ପେସିଆଲ୍‌ ଜେଲ୍‌କୁ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ ସୁଖଦୁଃଖ କଥା ବୁଝିଥିଲେ । ବିଚାରାଧୀନ ମହିଳା ମାନଙ୍କୁ କିଛି କମ୍ବଳ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ଭି.ଭି. ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ଅଭିଯାନ ଗଞ୍ଜାମ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ
Read More...

ଆଇ.ଆର.ଇ.ଏଲ୍. ସୌଜନ୍ୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଲୋକାର୍ପିତ ହେଇଯାଇଛି । ପୋଡ଼ାପଦର ସରପଞ୍ଚ ଶ୍ରୀମତୀ ସୁଜାତା ଦାସ, ଆଇ.ଆର.ଇ.ଏଲ୍.
Read More...

ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କଲା ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ତିନି ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣାକୁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅତର୍କିତ ଆକ୍ରମଣ : ଏସ୍‌ୟୁଜେ ବଲାଙ୍ଗିର ଶାଖା ତରଫରୁ ଘଟଣାର…

ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍. ପିଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଅଧିକାରୀ ଅତର୍କିତ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରିବାର ଏହି ହୀନ ପ୍ରୟାସକୁ
Read More...

ପାଲିଆ ଛତ୍ରପୁର ଗ୍ରାମରେ ଦିନିକିଆ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ଓ ବ୍ରହ୍ମପୁର ବିଜୁ ପଟ୍ଟନାକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ପାଲିଆ-ଛତ୍ରପୁର ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରୁଗୁଡିପଡା ସ୍ଥିତ ହୋଟେଲ ପାର୍କଲାଣ୍ଡରେ ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମକୁ ମୀନତି ସାହୁ ଓ ଇତି ଘିବେଲା ଆୟୋଜିତ କରିଥିଲେ । ଆଇବିସି ବଲାଙ୍ଗିର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ
Read More...

ସାଲେପଡା ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ କେନ୍ଦ୍ର ଅଧିନସ୍ଥ ସାଲେପଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହୋଇଯାଇଛି । ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଖେଳ ଯଥା ବେଙ୍ଗ ଡିଆଁ, ରଶି ଡିଆଁ, ବଲ ଫିଙ୍ଗା,
Read More...

ସୂର୍ଯ୍ୟ ନମସ୍କାର ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ନମସ୍କାର ମହାଯଜ୍ଞ ଉଦିତ ନଗର ସ୍ଥିତ ପ୍ୟାରେଡ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । କ୍ରୀଡା ଭାରତୀ ଓଡ଼ିଶା ପଶ୍ଚିମ ଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାନ୍ତ ସଂଘ ଚାଳକ ତଥା ମ୍ୟୁନିସିପାଲ
Read More...