ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ପୁରିଲା ୯ ବର୍ଷ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନବମ ବର୍ଷରେ ପାଦ ଦେଇଛି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ ରକ୍ତଦାନ, ଶବ ସତ୍କାର, ପରିବେଶ ସୁରକ୍ଷା, ଚିକିତ୍ସାରେ ସହାୟତା, ବନ୍ୟା,ବାତ୍ୟା ଆଦିରେ ନିସ୍ଵାର୍ଥପର ସେବା ଯୋଗାଇ ଆସିଛି!-->…
Read More...
Read More...