Monthly Archives

January 2025

୫ ବାଇକ ଚୋର ଗିରଫ : ୧୨ ବାଇକ୍ ଉଦ୍ଧାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଇକ ଚୋରି ଘଟଣାରେ ବଲାଙ୍ଗିର ଟାଉନ୍ ପୁଲିସ୍ ୫ ଜଣ ବାଇକ୍ ଚୋର୍‌ଙ୍କୁ ଗିରଫ୍ କରିବା ସହ ସେମାନଙ୍କଠାରୁ ୧୨ଟି ବାଇକ୍ ଜବତ କରିଛି । ସେ ମଧ୍ୟରୁ ୨ ଜଣ ବଲାଙ୍ଗିର, ୨ଜଣ ବୌଦ୍ଧ ଓ ଜଣେ ସୋନପୁରର ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଥିବା ଏସ୍‌ଡିପିଓ
Read More...

ଗମ୍ଭାରୀଗୁଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ : ଗଣତି ଶେଷ, ପଦ ହରାଇବେ ସରପଞ୍ଚ

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡା ସରପଞ୍ଚ ପିଙ୍କି ବେଶ୍ରାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟ୍‌ର ଗଣତି ଶେଷ ହୋଇଛି । ଅନାସ୍ଥା ସପକ୍ଷରେ ୮ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ଶୂନ ଭୋଟ ପଡିଛି । ଅନ୍ୟପଟେ ସରପଞ୍ଚଙ୍କ ସମର୍ଥକ ମଧ୍ୟ ଭୋଟ ଦେଇ ନ ଥିବା ବେଳେ
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସ – କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି ।
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବସନ୍ତ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ରଙ୍କ ୬୫ ବର୍ଷ ବୟସରେ ନିଜ ପେଲେସ ଲାଇନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ଶେଷ ସମୟରେ ତିନିପୁତ୍ର ଲିପୁନ, ସିପୁନ ଓ ମିଥୁନ,
Read More...

ଦେଓଗାଁ ଡାକ ବଙ୍ଗଳା ଛକ ନବାହ ପାରାୟଣ : ସୀତାରାମ ବିବାହ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ଛକ, ସାରସବାହାଲ ତଥା ବଣିକ ସଂଘ ଓ ସତସଂଘ ମଣ୍ଡଳୀର ଆନୁକୂଲ୍ୟରେ ଶନିବାର ଦିନରୁ ଆରମ୍ଭ ହୋଇଥିବା ଷଷ୍ଠତମ ଶ୍ରୀରାମ ଚରିତ ମାନସ (ତୁଳସୀ ରାମାୟଣ) ନବାହ ପରାୟଣର ସୋମବାର ସୀତା ବିବାହ ପଠନ କରାଯାଇଛି । ଏହି ପାରାୟଣ ପଠନରେ
Read More...

ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର କଲେ ସମାଜସେବୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଡମନା ସାହିର କୃଷ୍ଣପଦ ମିଶ୍ର ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ ରଘୁନାଥ ପଡ଼ାରେ ଚାକିରିରୁ ଅବସର ନେବା ପରେ ରହୁଥିଲେ । ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କର ଆତ୍ମୀୟ ସ୍ୱଜନ କେହି ନ ଥିବା ଜାଣି ମେଡିକାଲ
Read More...

ମାଟିର୍ ପର୍ବ ମାଟିର୍ ଗର୍ବ”

ଉନ୍ମୋଚିତ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବର ଲୋଗୋ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆସନ୍ତା ମାର୍ଚ୍ଚ ୧୦,୧୧ ଏବଂ ୧୨ ତାରିଖ ତିନି ଧରି ଧୁମଧାମରେ ପାଳିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ୨୦୨୫ ଏହାକୁ ଆବାହକ ପୁଷ୍ପକେତୁ
Read More...

ଲୋକନାଥ +୨ ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ସ୍ଥିତ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ପଧାନଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ
Read More...

କବିଚନ୍ଦ୍ରପୁର ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ

ମ.ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ କବିଚନ୍ଦ୍ରପୁର ଠାରେ ଶନିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସଭାପତି ବବଲୁ ବିଶିଙ୍କ ସଭାପତିତ୍ୱରେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମାଁ
Read More...

ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ପୀଠ ପ୍ରାଙ୍ଗଣରେ କ୍ରୀଡ଼ାବିତ୍ ଦୂତି ଚାନ୍ଦଙ୍କୁ ଭବ୍ୟ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର କ୍ରୀଡା ଜଗତର ପ୍ରତିଭା ସମ୍ପନ୍ନ ଖେଳାଳି ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦଙ୍କୁ ମା' ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...