Monthly Archives

January 2025

ଟିଟିଲାଗଡ଼ ମହାଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ର ମହାଶିବରାତ୍ରି ମେଳା ଆୟୋଜନ ପାଇଁ କମିଟି ସଭାପତି ତଥା ଉପଜିଲ୍ଲାପାଳ ରେହାନ ଖତ୍ରିଙ୍କ ସଭାପତିତ୍ୱରେ ସ୍ଥାନୀୟ ବାଳକ ହାଇସ୍କୁଲ ସମ୍ମିଳନୀ କକ୍ଷରେ ମହାଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ବୈଠକ
Read More...

ଗୁରୁଣ୍ଡାରେ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ତେନ୍ତୁଳିମୁଣ୍ଡାକୁ ପରାସ୍ତ କରି ଟିକ୍ରାପଡା ଦଳ ବିଜୟୀ ବଙ୍ଗୋମୁଣ୍ଡା, (ଅଜୁର୍ନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଗ୍ରାମରେ ଆଜାଦ ଚନ୍ଦ୍ର ଶେଖର ଯୁବକ ସଂଘ ପକ୍ଷରୁ ୩ୟ ବର୍ଷ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ
Read More...

କାଠ ମାଫିଆଙ୍କ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଖଇର ଓ କେନ୍ଦୁ କାଠ ଜବତ କରିବା ପାଇଁ ଯାଇଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କଲେ କାଠ ମାଫିଆ । ବଲାଙ୍ଗିର ଜିଲ୍ଲା ସଇଁତଲା ବନାଞ୍ଚଳରେ କାଠ ମାଫିଆମାନେ ଖଇର ଓ କେନ୍ଦୁକାଠ ବ୍ୟାପକ ଚୋରାଚାଲାଣ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ସାମ୍ନାକୁ
Read More...

ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ୧୯୭୭ ବ୍ୟାଚ୍‌ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ ସମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ସହର ସ୍ଥିତ ବହୁ ପୁରାତନ ଦଳଗଞ୍ଜନ
Read More...

ଆଦର୍ଶ ଶିକ୍ଷକ ସ୍ୱର୍ଗତ ରାଧାଗୋବିନ୍ଦ ଦେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା

ଭୋଗରାଇ, (ଶିବ ନାରାୟଣ ପାତ୍ର) : 'ଜୀବନ ନିର୍ମାଣର ଆଦ୍ୟ ପର୍ବ ପ୍ରାଥମିକ ଶିକ୍ଷା ନିର୍ଦ୍ଧାରଣ କରେ ପ୍ରତି ବ୍ୟକ୍ତିର ଭବିଷ୍ୟତ' ବୋଲି ଆଜି ଗୁରୁଣାଂ ଗୁରୁ ଆଦର୍ଶ ଶିକ୍ଷକ ସ୍ୱର୍ଗତ ରାଧା ଗୋବିନ୍ଦ ଦେଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ସଭା ଓ ମହୋତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ
Read More...

୬୫ଟି ଅଭିଯୋଗରେ ସରିଲା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସଭାଗୃହରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ
Read More...

ଜେଏସ୍‌ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ କଲେଜରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ କଲେଜ ପରିସରରେ ୭୬ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟର ନିର୍ଦ୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ପିତବାସ ପଣ୍ଡା, ମନୋରଞ୍ଜନ୍ ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ବରିଷ୍ଟ
Read More...

ପି.ପି.ଏକାଡେମୀ ସ୍କୁଲର ୧୯୮୫ ମାଟ୍ରିକ ବ୍ୟାଚ୍‌ ଛାତ୍ରଙ୍କ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପତିତପାବନ ଏକାଡେମୀ ସ୍କୁଲର ୧୯୮୫ ମାଟ୍ରିକ ବ୍ୟାଚଙ୍କ ବନ୍ଧୁମିଳନ ବାରପୁଢ଼ଗିଆ ସ୍ଥିତ ମୋଦି ଫାର୍ମ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନରେ ୪୦ରୁ ଅଧିକ ପୁରତାନ ଛାତ୍ର ଯୋଗଦେଇଥିଲେ । ପ୍ରଥମେ ପି.ପି.ଏକାଡେମୀ ସ୍କୁଲର ଯେଉ
Read More...

ଭାଲେର ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭାଲେର, (କେପିଏନ୍‌ଏସ୍‌) : ସାରା ଦେଶ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଭାଲେର ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପେକ୍ସ ସଭାପତି ସତ୍ୟପୀର ପାତ୍ରଙ୍କ ଉପସ୍ଥିତିରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ପତାକା
Read More...

ସୁବର୍ଣ୍ଣପୁରରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରାମେଶ୍ୱର ଷ୍ଟାଡିୟମଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରବି ନାରାୟଣ ନାଏକ, ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡିଶା ସରକାର
Read More...