Monthly Archives

January 2025

ବିଦାୟ ଦିନ ଆହାର କେନ୍ଦ୍ର ରୋଷଇକୁ ନେଇ ବିବାଦ ହଟୋଗୋଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୨୦୨୪ ବର୍ଷ ବିଦାୟ ଦିନ ଗଞ୍ଜାମ ଏନଏସିରେ ବିବାଦ ଘରରେ ଅସନ୍ତୋଷ ୨୦୨୫ରେ କେଉଁ ରୂପ ନେବ ନୂତନ ବର୍ଷ ପୂର୍ବରୁ ଚାଳ ବାଜିବା ଆରମ୍ଭ ହେଲାଣି ବିଦାୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ରରେ ରୋଷେଇ ଏବଂ ଖାଦ୍ୟ ବଣ୍ଟନକୁ ନେଇ ଦୁଇ ଏସଏଚଜି
Read More...

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାରଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ତରଭା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ପ୍ରଥିତଯଶା ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । କୋଶଳାଞ୍ଚଳର କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ
Read More...

ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ମହାନହତା : ଏକ ବର୍ଷରେ ୪୩୭ ରୋଗୀଙ୍କୁ ଦେଲେଣି ରକ୍ତଦାନ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ଏକ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ସଂଘ ଗୋଟିଏ ବର୍ଷରେ ୪୩୭ ଜଣ ରୋଗୀଙ୍କୁ ରକ୍ତଦାନ କରି ରୋଗୀଙ୍କ ମୁହଁରେ ହସ ଫୁଟାଇଛି ସଂଘ । ୨୦୧୧ ମସିହାରେ ଏହି
Read More...

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ : ପ୍ରାୟ ୭ ହଜାର ପ୍ରବାସୀ ଆସିବେ, ବର୍ତ୍ତମାନ ସୁଦ୍ଧା ୨୭୪୮…

ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ
Read More...

୫ ବର୍ଷ ବିତିଗଲା ପଛେ କଲ୍ୟାଣମଣ୍ଡପ ଏଯାଏଁ ସମ୍ପୂର୍ଣ୍ଣ ହେଲାନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡାରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତିଆରି ହୋଇଥିବା କଲ୍ୟାଣ ମଣ୍ଡପ ୫ ବର୍ଷ ହେଲା ନିର୍ମାଣଧୀନ ଅବସ୍ଥା ପଡ଼ିରହିଛି । ପଞ୍ଚାୟତ ସମିତି ପାଇକମାଳ ତରଫରୁ ୨୦୧୯ - ୨୦ ବର୍ଷରେ ୩ ଲକ୍ଷ
Read More...