Monthly Archives

January 2025

ପ୍ରେମବିବାହର କରୁଣ ପରିଣତି

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପାସାଇଣ୍ଟିଫିକ ଟିମର ତଦନ୍ତ, ସ୍ଵାମୀ ଗିରଫ, କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ପ୍ରେମ ବିବାହର କରୁଣ ପରିଣତି ଭଳି ଅଭାବନୀୟ
Read More...

ଶୁଲିଆ ଯାତ୍ରାକୁ ନେଇ ଘନେଇଲା ବିବାଦ

ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ରଆଦିବାସୀ ଓ କନ୍ଧସମାଜ ମଧ୍ୟରେ ବିଭେଦ ଗ୍ଧୃଷ୍ଟି କରୁଛନ୍ତି ଲକ୍ଷ୍ମଣ ମେହେର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ୧୯ ବର୍ଷ ହେବ ଖଇରଗୁଡା ଓ କୁମୁରିଆ ଠାରେ ୨୦୦୬ ମସିହାରୁ ମିଳିତ ଭାବେ ଏକ କାଳୀନ ଶୁଲିଆ ଯାତ୍ରାର ଆୟୋଜନ ହୋଇ ଆସୁଥିଲା ।
Read More...

ବଲାଙ୍ଗିର ଟାଉନ୍‌ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍‌ ପକ୍ଷରୁ ବଣଭୋଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୯ ତାରିଖ ରବିବାର ଦିନ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀ ଠାରେ ଟାଉନ୍‌ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍‌ ପକ୍ଷରୁ ଏକ ବଣଭୋଜିର ଆୟୋଜନ କରାଯାଇଥିଲା । ଏହି ବଣଭୋଜିରେ ଦୀର୍ଘ ୪୦ ବର୍ଷ ବ୍ୟବଧାନ ପରେ ସମସ୍ତ ଛାତ୍ରବନ୍ଧୁମାନଙ୍କର ଅପୂର୍ବ ମିଳନ
Read More...

ଚାନ୍ଦିଲି ମହୋତ୍ସବ ସ୍ଥଳରେ ନରସିଂହ

ଚାନ୍ଦିଲି ପାହାଡକୁ ପର୍ଯ୍ୟଟନ ସ୍ଥଳି ମାନ୍ୟତା ପାଇଁ ମିଳିତ ଉଦ୍ୟମ ଦରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଅତୀତରେ ଆମେ ଉଦ୍ୟମ କରି ଭୀମ ଡୁଙ୍ଗୁରୀକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଆଣିବାରେ ସଫଳ ହୋଇଛୁ । ଚାନ୍ଦିଲି
Read More...

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ହେଲ୍‌ଥ ସୁପର୍‌ଭାଇଜର୍‌

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ହେଲ୍‌ଥ ସୁପର୍‌ଭାଇଜର୍‌ ଲକ୍ଷ୍ମୀ ନାରାୟଣ ମହାରଣା ଜନ୍ମ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା
Read More...

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ।
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବବର୍ଷ ଉପଲକ୍ଷେ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୫ର ପ୍ରଥମ ଦିନରେ ସମସ୍ତ ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ ଚନ୍ଦନ, ମିଷ୍ଟାନ୍ନ ଓ ଉପହାର ଦେଇ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ
Read More...

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାରର ୨୨ତମ ପ୍ରତିଷ୍ଠା ଦିବସ ସହ ନବବର୍ଷ ପାଳନ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ସି.ଇ.ଓ. ଡା ସୁଶାନ୍ତ କୁମାର ଆଚାର୍ଯ୍ୟ,
Read More...

ନବବର୍ଷରେ ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି : ଦୁଇ ଗୋଷ୍ଠୀ ହେଲେ ମାର୍‌ପିଟ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷର ଆଗମନରେ ସମସ୍ତଙ୍କ ମୁହଁରେ ଖୁସି ଥିଲାବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ଲାଗିଲା ଝଟ୍‌କା । ଶାନ୍ତି ଖୋଜି ଥିବା ଥାନା ଅଧିକାରୀ କିଛି ଦିନ ତଳେ ସଫଳତା ପାଇଥିଲେ ପୁଣି ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ
Read More...

ଅସ୍ତ୍ରୋପଚାର ପାଇଁ ଯୁବ କୁଲୁତା ସମାଜର ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ନିବାସୀ ପ୍ରଶାନ୍ତ ପ୍ରଧାନ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଗୋଡରେ ଗାଡି ଚଢିଯିବା ଯୋଗୁଁ ଅପରେସନ ପାଇଁ ଡାକ୍ତର ରକ୍ତ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ । ରକ୍ତ ପାଇଁ ଅନେକ ଲୋକଙ୍କୁ ଫୋନ
Read More...