ଖପ୍ରାଖୋଲ ସାମ୍ବାଦିକ ବିମଳ ରଞ୍ଜନ ସାହୁଙ୍କ ମାତୃ ବିୟୋଗ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲର ଜଣାଶୁଣା ସାମ୍ବାଦିକ ବିମଳ ରଞ୍ଜନ ସାହୁଙ୍କ ମାତୃ ବିୟୋଗ ହୋଇଯାଇଛି । ୭୨ ବର୍ଷ ବୟସରେ ବିମଳଙ୍କ ମାଁ ସ୍ନେହଲତା ସାହୁଙ୍କ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ରକ୍ତଚାପ ଏବଂ ମଧୁମେହ ଜନିତ ରୋଗରେ ପୀଡିତ ଥିଲେ । ଗତ ସୋମବାର ସେ ଛାତିରେ!-->…
Read More...
Read More...