Daily Archives

ପ୍ରବାସୀ ଓଡ଼ିଆଙ୍କ ପୁଷ୍‌ପୁନି ଭେଟ୍‌ଘାଟ୍‌ : ସମ୍ବଲପୁରୀ ନାଚରେ ଦୁଲୁକିଲା ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଅନେକ ପରିବାର ଭାରତର ବିଭିନ୍ନ ପ୍ରାନ୍ତରରେ ବସବାସ କରି ଓଡିଶା ମାଟିର ନାମ ରଖୁଛନ୍ତି । ସେଥି ମଧ୍ୟରୁ ମହାରାଷ୍ଟ୍ର ପୁନା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜିକୃତ "ଭେଟଘାଟ କଲ୍ଚରାଲ ଏସୋସିଏସନ୍" (ବିସିଏ) ତରଫରୁ ପୁନେର
Read More...

ଜରାସିଂହା କଲେଜ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା କଲେଜର ଅଧ୍ୟକ୍ଷ ବସନ୍ତ ମନହୀରାଙ୍କ ବାପା ତଥା ତରଭା ବ୍ଲକ ବଡଭଇଁସାର ନିବାସୀ ବଂଶୀଧର ମନହୀରା (୮୨)ଙ୍କ ବଲାଙ୍ଗିରରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ମୃତ୍ୟଶଯ୍ୟା ନିକଟରେ
Read More...

ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତିୟ ଦିନରେ ଲଙ୍କାନଗରୀ ପାଲଟିଲା ଟାଲ ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନରେ ଟାଲ ଗ୍ରାମ ପାଲଟିଲା ଲଙ୍କାନଗରୀ । ମହାରାଜ ଲଙ୍କାପତି ରାବଣଙ୍କ ନିର୍ଦ୍ଦେଶରେ ଟାଲ ଗ୍ରାମ ପାଲଟିଲା ଲଙ୍କାନଗରୀ । ବିଧିବଦ୍ଧ ଭାବରେ ଗ୍ରାମର ପଣ୍ଡିତ
Read More...

ବଲାଙ୍ଗିର ଲୋକ ସଂସ୍କୃତି ଥି ଘୁଡ୍‌କାର ଠାନ୍ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂପାନ କମିଟି ସହ ଅଧ୍ୟକ୍ଷ ଅଚ୍ୟୁତ ପୁରୋହିତଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଆଲୋଚକ ଡଃ. ପରମେଶ୍ୱର ମୁଣ୍ଡ, ଡଃ. ଲକ୍ଷ୍ମଣ ମେହେର, ଡଃ. ଘାସିରାମ ମିଶ୍ର, ଜଗଦାନନ୍ଦ
Read More...

ମାଳିଶିରାର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା : ପ୍ରେମପ୍ରତାରକ ଯୁବକ ପୋକସୋ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା (ଜାନିପଡା)ଗ୍ରାମର ଜଣେ ୧୮ବର୍ଷୀୟା ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ଅଭିଯୋଗରେ ସେହି ଗ୍ରାମର ଉପିନ ବାଗଙ୍କ ପୁଅ ଅରୁଣ ବାଗ(୨୭)ନାମକ ଜଣେ ପ୍ରେମ ପ୍ରତାରକ ଯୁବକଙ୍କୁ ପୁଲିସ ଗିରଫ କରି ପୋକସୋ କୋର୍ଟ
Read More...

ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ଡ଼ଃ ସଦାଶିବ ମଲ୍ଲିକ, ଅଜିତ
Read More...

ମାକ୍ରିପଡ଼ା ଗ୍ରାମରେ ନୂତନ ରୂପେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋମବାର ସଂଧ୍ୟା ୭ଟା ସମୟରେ ମାକ୍ରିପଡ଼ା ଗ୍ରାମରେ ଭୁଲେଶ୍ୱର ଛତରଙ୍କ ଅଧ୍ୟକ୍ଷତାରେ ସମାଜର କଲ୍ୟାଣ ନିମନ୍ତେ ଏକ ସଂଘ ଗଠନ କରାଯାଇଥିଲା । ଏହି ସଂଘରେ ନିଃସହାୟ ତଥା ଉଚିତ ବ୍ୟକ୍ତିଙ୍କୁ ଉଚିତ୍ ସେବା ଯୋଗାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି
Read More...