Daily Archives

କିଶୋରୀ ମାନଙ୍କୁ ନେଇ ପ୍ରକଳ୍ପ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନରେ କିଶୋରୀ ମାନଙ୍କୁ ନେଇ ପ୍ରକଳ୍ପ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗିତାଞ୍ଜଳୀ ଦାଶ ଯୋଗଦେଇ
Read More...

ପୁଞ୍ଜିପଥର ନଗର ବନ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଡ଼ଙ୍ଗରବୁଢା ପୀଠ ପୁଞ୍ଜିପଥର ନିକଟରେ ବନ ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ନଗର ବନକୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ
Read More...

ଝଲପ ଗାଁରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ନେହେରୁ ଯୁବକେନ୍ଦ୍ର, ବଲାଙ୍ଗିର ତତ୍ୱାବଧାନରେ ଏବଂ ନେତାଜୀ ଯୁବକ ସଂଘ ଝଲପ ଆନୁକୂଲ୍ୟରେ ରାଜୀବ ଖେଳ ପଡିଆ ଝଲପ ଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମହିଳା ବର୍ଗରେ
Read More...

ବ୍ୟାସଦେବ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟରେ ତ୍ରୟୋଦଶ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଠିକଟା ବ୍ଲକ୍‌ର ୧୮ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ସୁଗମ ଓ ଗୁଣାତ୍ମକ ଶିକ୍ଷା
Read More...

ବରିଷ୍ଠ ନାଗରିକଙ୍କ ଚାଲିବା ପ୍ରତିଯୋଗିତା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ରବିବାର ପୂର୍ବାହ୍ନରେ ଛତ୍ରପୁର ପ୍ରେସ କ୍ଲବ୍ ସୌଜନ୍ୟରେ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ପଡ଼ିଆରେ ଏକ ରାଉଣ୍ଡ ଚାଲିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକନାଥ ବେହେରା (୬୭)-ପ୍ରଥମ
Read More...

ବ୍ରହ୍ମା କୁମାରୀ ସଂସ୍ଥାନର ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପ୍ରଜାପିତା ବ୍ରହ୍ମାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ' ତତ୍କାଳୀନ ସିନ୍ଧୁ ପ୍ରଦେଶ
Read More...

ଉଦ୍‌ଘାଟିତ ହେଲା ମା’ ଚଣ୍ଡେଶ୍ୱରୀ ଲୋକୋତ୍ସବ

ଆଦିବାସୀ ଢ଼େମସା ନୃତ୍ୟରେ ନାଚିଲେ ବିଡ଼ିଓ,ଡାକ୍ତର, ମାଷ୍ଟର, ନେତା ଓ ମନ୍ତ୍ରୀ, ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଉଦ୍‌ଘାଟିତ ହେଲା ମା ଚଣ୍ଡେଶ୍ୱରୀ ଲୋକୋତ୍ସବ । କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମା' ଚଣ୍ଡେଶ୍ୱରୀ ଲୋକୋତ୍ସବ । ଶୀତୁଆ ସନ୍ଧ୍ୟାରେ ହଜାର ହଜାର
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଡାକରାରେ ଖପ୍ରାଖୋଲ ଠାରେ ମହାସମାବେଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୧୯୫୯ ମସିହାରେ ନିଶ୍ଚିତ ହେଲା ଯେ ଗନ୍ଧମାର୍ଦ୍ଦନ ପର୍ବତ ମଧ୍ୟରେ ପ୍ରଚୁର ପରିମାଣର ଉନ୍ନତମାନର ବକ୍ସାଇଟ ଗଚ୍ଛିତ ରହିଛି, ଯାହାର ପରିମାଣ ପ୍ରାୟ ୨୦୦ ନିୟୁତ ଟନ୍‌‌ରୁ ଅଧିକ ହୋଇପାରେ । ଏ ସମ୍ପର୍କରେ ବିଧିବଦ୍ଧ ରିପୋର୍ଟ ପ୍ରକାଶ ପାଇବା ପରେ ୧୯୭୫ ମସିହା
Read More...

ଲଉଡିଦର୍ହା ମଣ୍ଡିରେ ଉଠୁନି ଧାନ : ଚାଷୀ ହନ୍ତସନ୍ତ

ମଣ୍ଡିରେ ପଡିଛି ୬୧୦୦୦ ବସ୍ତା ଧାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ସେବା ସମବାୟ ସମିତି ର ଅଧୀନରେ ଥିବା ଜଗଦଲପୁର, କୁମୀର, ଲଉଡ଼ିଦର୍ହ। ଧାନ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଜୟ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଖୋଲାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
Read More...