Daily Archives

ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲ୍‌ଗିରି ବଢୁଛି

ଅନୁସନ୍ଧାନରେ ଛତ୍ରପୁର ବିଧାୟକଙ୍କ ଅଚାନକ ଗସ୍ତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଗୁରୁବାର ଅଚାନକ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯାଇ ଅଫିସ୍‌ର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିବାକୁ ଯାଇ ଅନୁସନ୍ଧାନ କରିଥିଲେ । ଶ୍ରମ
Read More...

ଆସନ୍ତା ୧୯ରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ ଆସନ୍ତା ୧୯ ତାରିଖ ଦିନରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ । ୧୯ ତାରିଖ ଦିନ ଗାଁ ତଥା ଅଞ୍ଚଳର ଶତାଧିକ ମହିଳା, ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ଗାଁର ବଡପୋଖରୀରୁ ଗାଁ ପରିକ୍ରମା
Read More...

କଣ୍ଟାବାଞ୍ଜିରେ ପାଚେରୀ ଭାଙ୍ଗିବା ଘଟଣା : ଗୁରୁତର ଶ୍ରମିକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି , (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ପାଚେରୀ ଭାଙ୍ଗିବା ଘଟଣାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପାଚେରୀ ଭାଙ୍ଗିବା ଫଳରେ ୨ ଶ୍ରମିକ ଦବି ଯାଇଥିଲେ । ଯେଉଁଥିରେ ଜଣେ ଶ୍ରମିକ
Read More...

ସ୍ପେଡେକ୍ସ ମିଶନ : ମହାକାଶ ଅନ୍ୱେଷଣରେ ଆଣିଛି ବିପ୍ଳବ

● ମହାକାଶରେ ଭାରତର ଭବିଷ୍ୟତ ପାଇଁ ପ୍ରଶସ୍ତ କରିଛି ମାର୍ଗ ନୂଆଦିଲ୍ଲୀ, (ପିଆଇବି) : ‘‘ଉପଗ୍ରହଗୁଡ଼ିକର ମହାକାଶ ଡକିଂ ସଫଳ ହୋଇଥିବାରୁ ଆମର ଇସ୍ରୋ ବୈଜ୍ଞାନିକ ଏବଂ ମହାକାଶ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ । ଆଗାମୀ ବର୍ଷଗୁଡ଼ିକରେ ଭାରତର ମହତ୍ୱାକାଂକ୍ଷୀ ମହାକାଶ ମିଶନ ପାଇଁ
Read More...

ଅସହାୟ ବିଧବାଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ରାୟଗଡ଼ା (ଅକ୍ଷୟ କୁମାର ପିଡ଼ିସିକା) : ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣ ବଶତଃ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ବୃଦ୍ଧା ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ ପ୍ରଶାସନକୁ ଗୁହାରି କରିଥିଲେ । ସେହି
Read More...

ଜାନୁଆରୀ ୧୮ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୬୫
ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ

ଟାର୍ଗେଟ୍ ରହିଥିବା ୯୨% ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛିପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ
Read More...

୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚମତ୍କାର ଆରମ୍ଭ :
ପ୍ରଥମ ୧୫ ଦିନରେ ହିଁ ସ୍ୱପ୍ନ ବାସ୍ତବ ହେବା ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ପରିବର୍ତ୍ତନକାରୀ ପଦକ୍ଷେପ ସହ ୨୦୨୫ର ଅୟମାରମ୍ଭ କରିଛନ୍ତି, ଯାହାକି ଏକ ପ୍ରଗତିଶୀଳ, ଆତ୍ମନିର୍ଭରଶୀଳ ଓ ଏକତ୍ରିତ ଭାରତ ପାଇଁ ତାଙ୍କର ଦୂରଦୃଷ୍ଟିକୁ ଜାହିର କରୁଛି । ଭିତ୍ତିଭୂମି ବିକାଶ ଓ ବୈଜ୍ଞାନିକ ଗବେଷଣା ଠାରୁ
Read More...

ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ବର୍ଷ ୨୦୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ସଂଧ୍ୟାରେ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ସଭାପତି ଶଙ୍କର ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୁଜୁରାତି ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୨୦୨୫ ପାଇଁ ସର୍ବ ସମ୍ମତି କ୍ରମେ ପ୍ରମୋଦ ଭରଦ୍ୱାଜଙ୍କୁ
Read More...

ଗୁଜରାଟର ବଡନଗରଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ, ପ୍ରେରଣା କମ୍ପ୍ଲେକ୍ସ ଏବଂ ବଡ଼ନଗର…

ବଡନଗରରେ ଜନ୍ମଗ୍ରହଣ କରିଥିବା ଜଣେ ସାଧାରଣ ବାଳକଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ହେବା ପର୍ଯ୍ୟନ୍ତ ମୋଦୀଜୀଙ୍କ ଯାତ୍ରା ଭବିଷ୍ୟତରେ ଦେଶ ତଥା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ପାଲଟିବଆଜି ସାରା ବିଶ୍ୱ ମୋଦୀଙ୍କ ପଦାଙ୍କ ଅନୁସରଣ କରୁଛି, ସେ ସମ୍ମୁଖୀନ ହୋଇଥିବା
Read More...