Daily Archives

ଖଗେଶ୍ୱର ସାହିତ୍ୟ କଳା ପରିଷଦର ପ୍ରସ୍ତୁତି

ଫେବୃୟାରୀ ୧୯ରେ ବଛର୍‌କିଆ ଉଛବ୍‌ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ଡ. ଚିନ୍ମୟ ସାହୁ, କଣ୍ଠଶିଳ୍ପୀ ସୁଷମା ଭୋଇ,
Read More...

ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାଗରପଡାରେ ଥିବା ‘ଟି ବକ୍ସ କେଫେ’ରେ ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ କାର୍ଯ୍ୟକ୍ରମ ଆୟୁଷ କୁମାର ସାହୁଙ୍କ ଦ୍ୱାରା ସଂଘଟିତ କରାଯାଇଛି । ଯୁବ ଅନୁଷ୍ଠାନ ସାମ୍‌-ଏ-ମେହେଫିଲ ଓ ପରିବାର -ଏ-ଅଲଫାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ନାରୀ ଶିକ୍ଷାର ଜନନୀ ତଥା ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଜ୍ଞାନଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ପ୍ରତିମୂର୍ତ୍ତି ବଲାଙ୍ଗିର ସହର ଉପକଣ୍ଠରେ ସ୍ଥାପନ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ପୁରିଲା ୯ ବର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନବମ ବର୍ଷରେ ପାଦ ଦେଇଛି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ ରକ୍ତଦାନ, ଶବ ସତ୍କାର, ପରିବେଶ ସୁରକ୍ଷା, ଚିକିତ୍ସାରେ ସହାୟତା, ବନ୍ୟା,ବାତ୍ୟା ଆଦିରେ ନିସ୍ଵାର୍ଥପର ସେବା ଯୋଗାଇ ଆସିଛି
Read More...

ନଅଗାଁ(ଖ)ର ବୁଢାଦେଓ ମହୋତ୍ସବ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ବୁଢାଦେଓ ଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ବୁଢାଦେଓ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ
Read More...

ରାଉରକେଲା କଲେଜର ପ୍ରବାସୀ ଭାରତୀୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ତରଫରୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ତରଣୀ ନାୟକଙ୍କ
Read More...

ହୃଦଘାତରେ ଯୁବ ଫୁଟବଲ ଖେଳାଳୀଙ୍କ ମୃତ୍ୟୁ

କ୍ରୀଡା ପ୍ରେମୀ ମହଲରେ ଶୋକର ଛାୟା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦେଉଳି ଗ୍ରାମର ଜଣାଶୁଣା ଫୁଟବଲ ଖେଳାଳୀ ଚିତ୍ତରଞ୍ଜନ ସିଂ ଶ୍ରୀଦାର (୪୭)ଙ୍କ ଶୁକ୍ରବାର ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ ଦେଉଲିର ଗୌନ୍ତିଆ ସ୍ୱର୍ଗତ ଲୋଚନ ଶ୍ରୀଦାରଙ୍କ ଚତୁର୍ଥ ପୁଅ ଥିଲେ ।
Read More...

ଲୁଗା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ଧୂଳିସାତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହରର ବାଲାଜୀ ମନ୍ଦିର ସମ୍ମୁଖରେ ଥିବା ଏସ୍‌କେ ସପିଙ୍ଗ ମଲ୍‌ରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପ୍ରାୟ ୬୦ ଲକ୍ଷରୁ ଅଧିକ ସମ୍ପତ୍ତି ଗଳିପୋଡ଼ି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶି କହିବା ଅନୁଯାୟୀ ଭୋର ପ୍ରାୟ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ପଦ୍ମପୁରରୁ ନୃସିଂହନାଥ ସାଇକେଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମୁକୁଟ ମଣି ତଥା ବରଗଡ଼ ଜିଲ୍ଲାର ପାଇକମାଲ ସ୍ଥିତ ନୃସିଂହନାଥ ଶୈବପୀଠ ଓ ବଲାଙ୍ଗିର ଜିଲ୍ଲାରେ ଖପ୍ରାଖୋଲ ସ୍ଥିତ ହରିଶଙ୍କର ଲାଗିରହିଥିବା ପାହାଡ଼ ପର୍ବତ ପାଦ ଦେଶରେ । ଅଶି ଦଶକରେ ଜନଗଣ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବା ପାଇଁ ବାଲକୋ
Read More...

ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା ପାଇଁ ଦାବି ହେଉଛି । ଏହିକ୍ରମରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଅଞ୍ଚଳବାସୀ ସ୍ମାରକପତ୍ର ପ୍ରଦାନ କରିଥିଲେ । ବ୍ଲକ
Read More...