Daily Archives

ଜାନୁଆରୀ ହେଲେ ସୁନାମୁହିଁରେ ପର୍ଯ୍ୟଟକଙ୍କ ଭିଡ ଜମେ

ନୟାଗଡ଼, (କେପିଏନ୍‌ଏସ୍‌) : ଖଣ୍ଡପଡା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳିରେ ନୂଆବର୍ଷ ଆରମ୍ଭ ହେଲେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ପର୍ଯ୍ୟଟକଙ୍କ ସମେତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବୁଲିବାକୁ
Read More...

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

୪ ଦିନ ବ୍ୟାପି ଚାଲିବ ମେଳା, ବହୁ ଚାଷୀ ହେବେ ଲାଭାନ୍ଵିତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଚାଷ ହେଉଛି ମୟୂରଭଞ୍ଜର ଅର୍ଥନୀତି । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ମୟୂରଭଞ୍ଜର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି
Read More...

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା, (ସଞ୍ଜୀବ କୁମାର ପାତ୍ର) : ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ନିଜ ନିଜର ଅସାବଧାନତା ଯୋଗୁଁ ହଜାର ହଜାର ଅମୂଲ୍ୟ ଜୀବନ ଯାଉଛି । ଦୁଇ ଚକିଆ ଚଳେଇଲା ବେଳେ
Read More...

ବଘାପାଲିରେ ହାତୀପଲ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମନହୀରା ନିକଟସ୍ଥ ବଘାପାଲି ସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ୯ ଟିକିଆ ହାତୀପଲ ରହିଥିବା ଜଣାଯାଇଛି । ମା ହାତୀ ସମେତ ଛୋଟ ହାତୀ ଛୁଆ ଏହି ପଲରେ ଥିବା ଜଣାପଡ଼ିଛି । ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲ ଭିତରକୁ
Read More...

ଲଣ୍ଡାଗାଁ ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା । ଏହି ଅବସରରେ ଆର୍‌ଏମ୍‌ସିର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...