Daily Archives

ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ୧୦୬ତମ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ତରଫରୁ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଇକମାଲ ସ୍ଥିତ କେନ୍ଦୁପତ୍ର ଗୋଦାମ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ଉପ-ସଭାପତି କୋକିଲ ସାହୁ
Read More...

ଦିନ ଦ୍ୱିପ୍ରହରରେ ବେଧଡକ୍‌ ଭାବେ ଟ୍ରାକ୍ଟରରେ ଚାଲିଥିଲା କାଠ ଲୁଟ୍ : ମାଡି ବସିଲା ବନବିଭାଗ

ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାରେ ବେବର୍ତ୍ତା) : କୋରାପୁଟ ଜିଲ୍ଲାର ଗାଁ ଗହଳି ସହ ଦୁର୍ଗମ ଅଂଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବା ବେଳେ ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ବେଧଡକ ଭାବେ କାଠ ବେପାରୀମାନେ କାଠ ଚୋରାଚାଲାଣ କରୁଥିବା ଦେଖିବାକୁ
Read More...

ଧାନ କିଣା ତ୍ୱରିତ କଲେ ସରକାର

୧୮ ଜିଲ୍ଲାରେ କାମ ଆଗେଇ ଚାଲିଛି ଧାନ କିଣା, ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ ଆରମ୍ଭ ହେବ ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ଯାରି ଧାନ କିଣା ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼,
Read More...

ଚା’ ଖଟିରେ ଦାଦନ ସର୍ଦ୍ଦାର ସହ ଥାନା ଅଧିକାରୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଓ ପାଟଣାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ଗାଁରୁ ପ୍ରତ୍ୟେକ ଦିନ ରାଜ୍ୟ ବାହାରକୁ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ତା ଉପରେ ପଦକ୍ଷେପ ନେଇ ଶ୍ରମିକ ଉଦ୍ଧାର କରୁଥିବା କା
Read More...

ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ – ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖି ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା ୧୩୮.୩୨ କିମି ଦୈର୍ଘ୍ୟ ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରିରଖିଛି । ଏହି ରଣନୀତିକ
Read More...

କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” ପୁସ୍ତକ ଉନ୍ମୋଚିତ

• ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ - ଅମିତ ଶାହ• ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରାକୁ ନେଇ ପୁସ୍ତକ ସମର୍ପିତ - ଧର୍ମେନ୍ଦ୍ର ପ୍ରଧାନ• ଏନ୍‌ବିଟି ଏବଂ ଆଇସିଏଚ୍‌ଆର୍‌ର ମିଳିତ ଉଦ୍ୟମରେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପୁସ୍ତକ
Read More...

୨୦୨୪ର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କଲା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ

ଜାନୁଆରୀ ୧୭, ୨୦୨୫ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଛି । ଆସନ୍ତା ୧୭ ଜାନୁଆରୀ, ୨୦୨୫ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ
Read More...

ଲୋୟର ସୁକତେଲ ପ୍ରକଳ୍ପର ଡାହାଣ ସେଚାଞ୍ଚଳରେ ୫ ଗୋଟି ପମ୍ପ ପରିଚାଳନା କାର୍ଯ୍ୟକାରୀ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧ ତାରିଖ ନୂଆବର୍ଷରେ ଲୋୟର ସୁକତେଲ ପ୍ରକଳ୍ପର ଡାହାଣ ସେଚାଞ୍ଚରେଳ ୫ଗୋଟି ପମ୍ପ ଶୁଷ୍କ ପରିଚାଳନା କରାଗଲା । ତେଣୁ ଆଶା କରାଯାଏ ଯେ ଆଗାମୀ ଦିନରେ ୨୭ ହଜାର ହେକ୍ଟରରୁ ୪ ହଜାର ହେକ୍ଟର ସେଚ ଉପଯୋଗୀ କରାଯାଇପାରିଛି । ବଳକା ୨୩ ହଜାର ହେକ୍ଟରକୁ ସେଚ ଉପଯୋଗୀ
Read More...

ପୁଣି ଚମକାଇ ଦେଲେ ଝିଅ ବନିତା

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ନିବାସୀ ଗୋପାଳକୃଷ୍ଣ ମହାପାତ୍ରଙ୍କ ନାତୁଣୀ, ନବୋଦୟ ବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟାପକ, ସ୍ତମ୍ବକାର ବନବିହାରୀ ଦାଶଙ୍କ ଝିଅ ବନିତା ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୌରବ ଆଣିଛନ୍ତି । ସେ ଆସନ୍ତା ଜାନୁୟାରୀ ୧୧ ଓ ୧୨
Read More...

ଉଚ୍ଚ ବିଦ୍ୟାଳୟ ଇଚ୍ଛାପୁରରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ କ୍ଲଷ୍ଟରର ଯୁବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ
Read More...