କ୍ରିଷ୍ଣା କପ୍ ଉଦ୍ଯାପିତ : ମହୁଲପାଲି ଚାମ୍ପିଅନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆଠାରେ କେସିସି ଦ୍ଵାରା ଆୟୋଜିତ ୨୧ତମ କ୍ରିଷ୍ଣା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ମହୁଲପାଲି ଦଳ ଝାଙ୍କରପାଲି ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି ।!-->…
Read More...
Read More...