Daily Archives

ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ) : କଥାରେ ଅଛି ଚାଷ କାମ ଯାହାର କି ସୁଖ ତାହାର କିନ୍ତୁ ଚାଷୀଙ୍କୁ କେତେବେଳେ ଅଦିନିଆ ବର୍ଷା ଦାଉ ସାଧୁଛି ତ କେତେବେଳେ ଟୋକନ୍ ଟେନ୍ସନ ଆଉ କେତେବେଳେ କଟ୍‌ନୀ ଛଟ୍‌ନୀ । ନିଜ ଉପାର୍ଜିତ ଅମଳ ଧାନ ବିକ୍ରି ପାଇଁ ଶେଷରେ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି ।
Read More...

ଓମ ଭ୍ୟାଲି ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭିତରେ ଓମ ଭ୍ୟାଲି ସ୍କୁଲ ଅନ୍ୟତମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇଦିନ ବ୍ୟାପୀ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ଦୃଢ଼ତା ତଥା ନୈତିକ ଉନ୍ନତି ପାଇଁ
Read More...

ବଲାଙ୍ଗିର ଏଡିଆର ସଭାଗୃହ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଡଃ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ବଲାଙ୍ଗିର ଏଡିଆର ସଭାଗୃହ ପରିସରରେ କୃତ୍ରିମ ବୁଦ୍ଧି ବ୍ୟବହାର କରି ଇଂରାଜୀରୁ ଅଂଚଳିକ ଭାଷା ପର୍ଯ୍ୟନ୍ତ
Read More...

ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପୁରସ୍କାର ବିତରଣି ଉତ୍ସବରେ ଯୋଗଦେଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ପୁରସ୍କାର ବିତରଣ ଆଜି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ୱ କରିଥିବା ବେଳେ ପରିଚାଳନା କରିଥିଲେ ଅରୁନ୍ଧତୀ ବଢେଇ ଓ ସୁଜାତା
Read More...

କୃଷି ଓ କୃଷକ ସଶକ୍ତକରଣ ଓଡିଶା ସରକାରଙ୍କ ତରଫରୁ ଏଫ୍‌.ପି.ଓ ଏବଂ ଏସ୍‌.ଏଚ୍‌.ଜି ସ୍ଵୀକୃତି ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଂଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ କୃଷି ଓ କୃଷକ ସଶକ୍ତକରଣ ଓଡିଶା ସରକାରଙ୍କ ତରଫରୁ ତଥା ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା କୃଷକ ପ୍ରଡୁସର କମ୍ପାନୀ ଓ ସ୍ଵଂୟ ସହାୟକ ଦଳମାନଙ୍କୁ ନେଇ ସ୍ଵୀକୃତି ମହୋତ୍ସବ
Read More...

ଡାହିମାଲ କ୍ଲଷ୍ଟରର ସପ୍ତମ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଡାହିମାଲ କ୍ଲଷ୍ଟରର‌ ସପ୍ତମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଦେବରାଜ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ରୁଷିଆ ମେହେର ଯୋଗ ଦେଇ ଶିକ୍ଷାର ମାନ ବୃଦ୍ଧି ତଥା ସାମଗ୍ରୀକ ବିକାଶ ପାଇଁ ସମସ୍ତେ
Read More...

ଆଗଲପୁର ବ୍ଲକର ୧୫ଟି ଗ୍ରାମରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର ସି.ଡି.ପି.ଓ ଶୁଭଶ୍ରୀ ମିଶ୍ର, ଗୋଷ୍ଠୀ ଉନ୍ନୟନ ମହାପାତ୍ର କୁଲଦୀପ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା, ସୁପରଭାଇଜ୍‌ର ଦୁଲାରି ଧରୁଆ, ଡୁଡୁକା ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ
Read More...

ତୁଷୁରା କ୍ଲଷ୍ଟରର ସପ୍ତମ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରର ସପ୍ତମ ମାସିକ ବୈଠକ ମହୀପୁର ଆଶ୍ରମ ବିଦ୍ୟାଳୟ ପରିସରରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ କୃତକାର୍ଯ୍ୟ ହେଲେ ମହେଶ୍ୱର

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ୟୁନିଟ୍ - ୧ ସ୍ଥିତ ଆଦିବାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି କୃତକାର୍ଯ୍ୟ ହୋଇଛନ୍ତି ବିରକାଲଡିହି ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ମହେଶ୍ୱର
Read More...

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଏସ୍.ଟି.ଡ଼ି.ଏ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଫଳତା ଜୀବନର ଲକ୍ଷ୍ୟସ୍ଥଳ ନୁହେଁ, ଏହା ଏକ ଦୀର୍ଘଯାତ୍ରା ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଛନ୍ତି ।
Read More...