ଦୁର୍ବୃତ୍ତ ଜାଳିଲେ ଘର : ଅଳ୍ପକେ ଉଦ୍ଧାର ୪ ପରିବାର
କଟକ : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଧୀନ କୁରୁଣ୍ଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୋକ ମାନେ ଶୋଇଥିବା ଅବସ୍ଥାରେ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ କିଛି ଘର ପୋଡି ଯାଇଥିବା ବେଳେ ଖାଦ୍ୟ, ବସ୍ତ୍ର ଓ!-->…
Read More...
Read More...