Daily Archives

ବେଲପଡା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବେଲପଡା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ
Read More...

ଖୋଲିଲା ଗିର୍ଲିମାଳି ଇକୋ ରିଟ୍ରିଟ୍

କୋରାପୁଟ, (ସୁନାମ ହନ୍ତାଳ) : ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଇଥିଲେ । ଏଥିସହ ଏଠାକୁ ବିଦେଶୀ
Read More...

ପ୍ରାଧିକରଣର ପିଲାମାନଙ୍କ ପାଇଁ ଆଇନ ସେବା ୟୁନିଟ୍ ତାଲିକା ଭୁକ୍ତ ଆଇନ୍‌ଜୀବୀ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଡଃ. ପବିତ୍ର ମୋହନ ସାମଲ ତତ୍ତ୍ଵାବଧାନରେ ପ୍ରାଧିକରଣର ସଭାଗୃହ ଠାରେ ପ୍ରାଧିକରଣର ପିଲାମାନଙ୍କ ପାଇଁ ଆଇନ ସେବା ୟୁନିଟ୍
Read More...

୭୬ତମ ଏନ୍‌ସିସି ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍ଆଇଟି କ୍ୟାମ୍ପସ ରାଉରକେଲା ଠାରେ ୨ୟ ଓଡ଼ିଶା ଏୟାର ସ୍ୱାଡର୍ଣ୍ଣ ଫ୍ଲାଇଙ୍ଗ ଏନ୍‌ସିସି ଝାରସୁଗୁଡାର ଏନ୍‌ସିସି କ୍ୟାଡେଟ ମାନଙ୍କ ଦ୍ୱାରା ୭୬ତମ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ପ୍ରଖ୍ୟାତ ଗାୟକ ବାପି ଲାହିରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତା, ସଭାପତି ଜଗନ୍ନାଥ ସାହୁ
Read More...

ଜେନିଥ ଲାୟନ୍ସ ଗୁରୁକୁଳର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳର ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ମିଶ୍ର, ପୂର୍ବତନ ସଭାପତି ମହମ୍ମଦ ଜାୱେଦ, ଉପସଭାପତି
Read More...

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମାସ ୪ ତାରିଖରେ ହେବାକୁ ଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପ୍ରଶିକ୍ଷଣ ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ, ବଲାଙ୍ଗିର ଠାରେ କ୍ଷେତ୍ର ଅନୁସନ୍ଧାନକାରୀମାନଙ୍କର ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

‘ଉତ୍କଳିକା’ର ବିଂଶତମ ବାର୍ଷିକୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଡ଼ଃ ନାରାୟଣ ମିଶ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରାଜ୍ୟ କଳା, ସାହିତ୍ୟ, ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ 'ଉତ୍କଳିକା'ର ବିଂଶତମ ବାର୍ଷିକୋତ୍ସବ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ସଭାପତିତ୍ୱରେ ରେଡ ରିବନ୍ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ରେଡ ରିବନ କ୍ଲବ ସଂଯୋଜକ ଶ୍ରୀନିବାସ ଗଡତ୍ୟା ଅତିଥି ପରିଚୟ ପ୍ରଦାନ
Read More...

ଟିଟିଲାଗଡ଼ ମୁଖ୍ୟ ଡାକଘରେ ୩ ଦିନ ହେଲା ଲିଙ୍କ ଫେଲ : ଗ୍ରାହକ ହଇରାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ଡାକଘର ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି । ଟଙ୍କା ଜମା, ଉଠାଣ, ପିଏଲ୍‌ଆଇ ଟଙ୍କା, ଆର୍‌ଡି ଭଳି ବିଭିନ୍ନ ସୁବିଧା ପାଇଁ ଗ୍ରାହକ ମୁଖ୍ୟ ଡାକଘରକୁ ଆସୁଥିବା ବେଳେ ଲିଙ୍କ ନ ଥିବା ଯୋଗୁଁ ସେବା ଦେବାରେ ବ୍ୟାଘାତ ସୃଷ୍ଟି
Read More...