Monthly Archives

November 2024

କୃଷକମାନଙ୍କୁ ସବୁ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ଉଚିତ୍ – ଶିବରାଜ ସିଂ ଚୌହାନ

• ନକଲି ସାର, ବିହନ ଓ କୀଟନାଶକ ମାମଲାରେ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ, ରାଜ୍ୟ ସରକାର ଏଥିପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବା ଆବଶ୍ୟକ - ଶ୍ରୀ ଚୌହାନ• କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆମେ କୃଷକମାନଙ୍କ ଅଭିଯୋଗ ଉପରେ ନୀରବ ଦର୍ଶକ ହୋଇ ରହିପାରିବୁ ନାହିଁ• କୃଷକଙ୍କ
Read More...

ଆଇଏଫ୍‌ଏଫ୍‌ଆଇରେ ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’କୁ ମିଳିଲା ସ୍ୱର୍ଣ୍ଣ ମୟୂର ପୁରସ୍କାର

‘ଟକ୍ସିକ’ ପାଇଁ ଭେଷ୍ଟା ମାଟୁଲିଟେ ଏବଂ ଇଭା ରୁପେଇକେଟ୍ ମିଳିତ ଭାବେ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଭାରତୀୟ ଅନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ଗୋଆରେ ବହୁ ପ୍ରତୀକ୍ଷିତ ପୁରସ୍କାର ଘୋଷଣା କରାଯାଇଛି । ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ ୭୫ତମ ସମ୍ବିଧାନ ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କଟକର
Read More...

ଆଇ.ଆର.ଇ.ଏଲ୍. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ “ଭାଗ୍ୟରେ ଲେଖିଛି କପାଳ ଲିଖନ”…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ "ଭାଗ୍ୟରେ ଲେଖିଛି କପାଳ ଲିଖନ" ମଞ୍ଚସ୍ଥ ହୋଇଯାଇଛି । ଆଇ.ଆର.ଇ.ଏଲ. ପ୍ରତିଷ୍ଠାନର ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟି
Read More...

ଓଡ଼ିଶାରେ ସଂସ୍କୃତି ମନ୍ତ୍ରଣାଳୟର ପଦକ୍ଷେପ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜାତୀୟ ପାଠାଗାର ମିଶନ ଜରିଆରେ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର କରିଛି । ଓଡ଼ିଶାର ରତ୍ନଗିରି, ଲଳିତଗିରି ଏବଂ କୋଣାର୍କ ଠାରେ ଭାରତୀୟ
Read More...

ଶିଶୁ ଖାଦ୍ୟ “ଛତୁଆ” ଫିଙ୍ଗା ଘଟଣାର ରହସ୍ୟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଶିଶୁ ଖାଦ୍ୟ "ଛତୁଆ" ଏହାକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନା ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇ ପ୍ରଥମରୁ ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଇଥାଏ । କିନ୍ତୁ ଏକ ବିପରୀତ ଘଟଣା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ
Read More...

କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ‘ମିଶନ ଲାଇଫ୍‌’ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ସୁସ୍ଥ ଜୀବନ ପାଇଁ ସବୁଜ ଭବିଷ୍ୟତର ପରିକଳ୍ପନା ଜରୁରୀ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍ସେସ୍‌,
Read More...

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର : ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥି ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ
Read More...

ଅର୍ଥନୀତି ଅଧ୍ୟାପକ ଡଃ କବିରାଜ ଭୋଇ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ, ତାଙ୍କର ସେବା, ଶିକ୍ଷା, ସାହିତ୍ୟ ଓ ଗ୍ରାମୀଣ ଅର୍ଥନୀତିରେ ଅବଦାନ ଯୋଗୁଁ ନିକଟରେ ଡଃ. ଏସ୍‌. ରାଧାକୃଷ୍ଣନ୍‌ ରିସାର୍ଚ୍ଚ ଏବଂ ଡବଲଭମେଣ୍ଟ ବେଙ୍ଗଲୁରୁ ଦ୍ୱାରା ମନୋନିତ ହୋଇ
Read More...

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜାର ଆତ୍ମସମର୍ପଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି । ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ
Read More...