Daily Archives

ଡକ୍ଟର ହରେକୃଷ୍ଣ ମହତାବ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ…

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନଜନକ ଓ ସମାନତାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲାଗି ନିଜ
Read More...

ବିଶ୍ୱ ବ୍ୟାଙ୍କର ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍’ ରିପୋର୍ଟ୍ ଉନ୍ମୋଚିତ ଚାକିରି ଏବଂ ରୋଜଗାରର…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ କରକମଳରେ ଉନ୍ମୋଚିତ 'ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍' ରିପୋର୍ଟ ଉନ୍ମୋଚିତଓଡ଼ିଶା, ହିମାଚଳ ପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ରାଜ୍ୟ
Read More...

କାଇସକନ୍ଦାରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୁଲେଇ ଉଚ୍ଚ
Read More...

ନରସିଂହଙ୍କ ଆଗଲପୁର ଗସ୍ତ

ବାବୁପାଲି, ଭରସୁଜା, ଝାଙ୍କରପାଲିରେ ଶୁଣିଲେ ଲୋକଙ୍କ ସମସ୍ୟା ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜର ପୂର୍ବତନ ନିର୍ବାଚନ ମଣ୍ଡଳି ଆଗଲପୁର ସ୍ଥିତ ବାବୁପାଲି, ଝାଙ୍କରପାଲି ଓ ବରସୁଜା ଗସ୍ତ କରି ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା
Read More...

ରେଳ ଷ୍ଟେସନ ପରିଦର୍ଶନ କଲେ ଏଡିଆର୍‌ଏମ୍‌ : ଧାରଣାରେ ବସିଲେ ଦୋକାନୀ ସଂଘ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଳ ଷ୍ଟେସନ ଅମୃତ ରେଳ ଷ୍ଟେସନରେ ସାମିଲ ହେବାକୁ ଯାଉଛି । ରେଳ ଷ୍ଟେସନ ଉନ୍ନତି ପାଇଁ ଏବେ କୋଟି କୋଟି ଟଙ୍କାର କାମ ଚାଲିଛି । ରେଲୱେ କାମ ପାଇଁ ଜମି ମଧ୍ୟ ଜବରଦଖଲ ଉଚ୍ଛେଦ କରୁଛି । ତେବେ ଷ୍ଟେସନ ବାହାରେ ଥିବା ୫୦ରୁ ଅଧିକ ଦୋକାନ ଖାଲି
Read More...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ଦିବସୀୟ ମିଟିଂ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସ୍ଥାନୀୟ କଣ୍ଟାବାଞ୍ଜି ରାଷ୍ଟ୍ରୀୟ ହିନ୍ଦୀ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ,
Read More...

ଜାତୀୟ ପୋଷ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ପୋଷ୍ୟ ଦିବସ' ହେଉଛି ଏକ ବିଶେଷ ଦିନ ଯାହାକି ନିରାଶ୍ରୟ ମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ଅଟେ । ଯେଉଁ ପରିବାରର ଆବଶ୍ୟକତା ଥାଏ ସେମାନେ କୌଣସି ମନ ପସନ୍ଦ ପିଲାମାନଙ୍କୁ ପୋଷ୍ୟ ସନ୍ତାନ
Read More...

ମୃଷୁଣ୍ଢି ଠାରେ ସିଆର୍‌ପି ଓ ଅଗ୍ରଣୀ ଚାଷୀଙ୍କ ଦୁଇଦିନିଆ ତାଲିମ ଶିବିର ଉଦ୍‌ଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୃଷୁଣ୍ଢି ଗ୍ରାମପଞ୍ଚାୟତର ବୈଠକ ଗୃହରେ କମ୍ୟୁନିଟି ରିସୋର୍ସପର୍ଶନ (ସି.ଆର.ପି) ଓ ଅଗ୍ରଣୀ ଚାଷୀ ମାନଙ୍କର ଦୁଇଦିନିଆଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲଗ୍ରିନର ସଂଯୋଜକ ବିଶ୍ଵେଷ କୁମାର
Read More...

ସହଯୋଗ ଫାଉଣ୍ଡେସନ୍‌ ତତ୍ତ୍ୱାବଧାନରେ ନେତ୍ର ଦାନ କଲେ ଧର୍ମପରାୟଣ ମହିଳା

ବଲାଙ୍ଗିର, (କେପିଏନ୍‌ଏ୍‌ସ୍‌) : ସହଯୋଗ ଫାଉଣ୍ଡେସନ୍‌ର ତତ୍ତ୍ୱାବଧାନରେ ସୋନପୁର ଜିଲ୍ଲା ନିମ୍ନା ଗ୍ରାମର ବାସିନ୍ଦା ସୁରେଖା ଦାଶ (୯୦)ଙ୍କ ମୃତ୍ୟୁ ପରେ ନେତ୍ର ଦାନ କଲେ । ପ୍ରକାଶ ଥାଉକି, ଜୀବନ ଥିଲା ସମୟରେ ସହଯୋଗ ଫାଉଣ୍ଡେସନ୍‌ର ସଭ୍ୟମାନେ ଧର୍ମପରାୟଣ ମହିଳା ସୁରେଖା ଦାଶ ପାଖକୁ ଯାଇ
Read More...

ଥେଟ୍ ଆଧୁନିକ ନାଗପୁରୀ ନାଇଟ୍ ଆସନ୍ତା ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍ଦ୍ରଧନୁଷ ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ଥେଟ୍ ଆଧୁନିକ ନାଗପୁରୀ ନାଇଟ୍ ଆସନ୍ତା ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେକ୍ଟର - ୬ ସ୍ଥିତ ଇସ୍ପାତ ସରୋବର ଠାରେ ଆୟୋଜିତ
Read More...