Daily Archives

ମୁରିବାହାଲରେ ବ୍ଲକସ୍ତରୀୟ ଯାଦବ ସମାଜ ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଯାଦବ ଭବନ ଠାରେ ମୁରିବାହାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ସଭାପତି ଓ ସମ୍ପାଦକ ତଥା ସମସ୍ତ ଯାଦବ ବୃନ୍ଦଙ୍କୁ ନେଇ ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣାଙ୍କ ସଭାପତିତ୍ୱରେ ରବିବାର ଏକ ବୈଠକ
Read More...

ମୁରିବାହାଲରେ ବିଜେଡିର ସଦସ୍ୟତା ଗ୍ରହଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଅଧିନସ୍ଥ ଖରାଲି ଗ୍ରାମ ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମନ୍ଦିର (ରହେନଚୁଆ ମୁଣ୍ଡା) ପର୍ଯ୍ୟଟନ କ୍ଷେତ୍ରଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
Read More...

କୋକଡୁଙ୍ଗୁରୀରେ କନ୍ଧ ସମାଜ ସଚେତନତା ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ କୋକଡୁଙ୍ଗୁରୀଠାରେ ବୁଡୁକା ପ୍ରଗଣା ଆଦି କନ୍ଧ ସମାଜ ଡ଼ଙ୍ଗରପଡା ଶାଖା ସଭାପତି ଲଳିତ ଯାନୀଙ୍କ ସଭାପତିତ୍ୱରେ କନ୍ଧ ସମାଜର ଏକ ସଚେତନ ମୂଳକ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଇଷ୍ଟ
Read More...

ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟର ଚେସ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ସ୍କୁଲରେ ଜିଲ୍ଲା ଚେସ ଆସୋସିଏସନ ଏବଂ ବାଲାଙ୍ଗିରର ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଦ୍ଵିତୀୟ ଆନ୍ତବିଦ୍ୟାଳୟ ଚେସ ପ୍ରତିଯୋଗିତା ତା.୧୬/୧୧/୨୪ରେ ଆରମ୍ଭ ହୋଇ
Read More...

ଅନନ୍ୟ ଚଳଚ୍ଚିତ୍ର ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ଆଇଏଫଏଫଆଇ ୨୦୨୪ର ଗାଲା ପ୍ରିମିୟର୍ସ ଏବଂ ରେଡ୍-କାର୍ପେଟ୍…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୫ତମ ସଂସ୍କରଣ ଏହାର ବହୁ ପ୍ରତୀକ୍ଷିତ ଗାଲା ପ୍ରିମିୟର ଏବଂ ରେଡ୍ କାର୍ପେଟ୍ କାର୍ଯ୍ୟକ୍ରମ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ଏହା ଉତ୍କୃଷ୍ଟ ଚଳଚ୍ଚିତ୍ର କଳା ଅନୁଭୂତି, ବିଶ୍ୱସ୍ତରୀୟ
Read More...

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : କଳସ ଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଯୋଗଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ରବିବାର ଦ୍ଵିତୀୟ ଦିନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହ ଶହ ମହିଳା ମୁଣ୍ଡରେ କଳସ ଧରି
Read More...

ପାଇକମାଲ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଗାଁ କେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣଡିହି ଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ତତ୍ତ୍ୱବଧାନରେ ଛେତଗାଁ ଉଚ୍ଚ ବିଦ୍ୟାଳୟର
Read More...

ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ

ରାୟଗଡ଼ା, (ଗୌରୀ ଶଙ୍କର ପଟ୍ଟନାୟକ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ମହାଦେବ ସତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ‘ମାତୃ କର୍ମଶାଳା’ ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ 'ମାତୃ କର୍ମଶାଳା' ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ପରିଚାଳନା ସମିତିର ସଭାପତି କୁଞ୍ଜବିହାରୀ ବେହେରା, ଉପସଭାପତି ଶ୍ରୀମତୀ ସୁଷମା ମହାନନ୍ଦ, ସଂପାଦକ ଯୁବରାଜ ମେହେର, ସଦସ୍ୟ
Read More...

ସୋଢାରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଘଟଣା

ପଦ୍ମପୁର ବିଧାୟିକା ବର୍ଷା ସହ ବରିଷ୍ଠ ନାରୀନେତ୍ରୀ ପହଞ୍ଚିଲେ ପୀଡ଼ିତା ପରିବାର ଘରକୁ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ସୋଢ଼ା ଗ୍ରାମର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଘଟଣା ପ୍ରଘଟ ହେବା ପରେ ରବିବାର ପୀଡ଼ିତା ପରିବାର ଘରକୁ
Read More...
error: Content is protected !!