Daily Archives

ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣମୀରେ ବଟେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ୪୦ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଚାରିପ୍ରହର ନାମଯଜ୍ଞ
Read More...

ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ “ବାହ୍ୟ ବହୁମୁଖୀ ବକୃତା” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ କୁଳପତି ଗୀତାଞ୍ଜଳି ଦାଶଙ୍କ ତତ୍ତ୍ଵାବଧାନରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବାହ୍ୟ ବହୁମୁଖୀ ବକୃତା (extramural talk) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାର ସଂପାଦକ ଡ଼ଃ.
Read More...

ଦାଦନ ସର୍ଦ୍ଦାର ସହ ୫ ଜଣ ଦାଦନ ଶ୍ରମିକଙ୍କୁ କାବୁ କଲା ବେଲପଡା ପୋଲିସ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ବେଲପଡା ପୋଲିସ ତତ୍ପରତା ଦେଖାଇ ଥିବାର ଦେଖିବାକୁ ମିଳିଛି । ଏଇ କେତେଦିନ ହେଲା ଅନେକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଗତକାଲି ପୁଣି ୫ ଜଣ ଦାଦନ ଶ୍ରମିକଙ୍କୁ ଚାଲାଣ ସମୟରେ ଉଦ୍ଧାର କରିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଏକ
Read More...

ଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ ସେବା ଦଳ ପକ୍ଷରୁ ପବିତ୍ର ରାସ ପୂର୍ଣ୍ଣିମାରେ ଜୟଯାତ୍ରା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ଛତ୍ରପୁର ଏହି ଆଧ୍ୟାତ୍ମିକ ଭକ୍ତିବାଦ ସଂଗଠନ ପକ୍ଷରୁ ଶ୍ରୀ ସିଂହାଚଳମ୍ କ୍ଷେତ୍ର ପରିଦର୍ଶନ କରି ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ହରିଙ୍କ
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭଗବାନ…

ବିର୍ସା ମୁଣ୍ଡା କମ୍ବୟସରେ ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ ଆନ୍ଦୋଳନ ଆରମ୍ଭ କରିଥିଲେସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଦେଶବାସୀ ସର୍ବଦା ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ କୃତଜ୍ଞ ରହିବେଜଳ, ଜଙ୍ଗଲ ଓ ଜମି ଭଳି ଉପାଦାନ ଆଦିବାସୀ ପାରିବେଶିକ ବ୍ୟବସ୍ଥାର
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ, ଏସ୍‌ସିଡି ସେଣ୍ଟର ଚକ୍ଷୁ ଚିକିତ୍ସାଳୟ ଓ କରଣ ସମାଜର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମଧୁମେହ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ବିଶ୍ୱ ମଧୁମେହ ଦିବସ ଠାରୁ ଟିଟିଲାଗଡ଼ ଲାୟନ୍ସ କ୍ଲବ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଅନୁଷ୍ଠିତ କରାଇଥାଏ । ଚଳିତ ବର୍ଷ ମଧ୍ୟ ଏହି ପରୀକ୍ଷଣ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଶନିବାର ସକାଳୁ
Read More...

କନ୍ଧମାଳ ଜିଲ୍ଲାସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନି ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସର୍ବୋତ୍ତମ ସମନ୍ୱୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ
Read More...

ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ମିଟିଙ୍ଗ ହଲରେ ଶୁକ୍ରବାର ମହାନ ସ୍ୱାଦିନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତିଙ୍କ
Read More...

ନାବାଳିକାର ଉଲଗ୍ନ ମୃତଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପଠାରି ଡୁଙ୍ଗୁରି ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ଲୋକଙ୍କ ଅଭିଯୋଗ କ୍ରମେ ପାଇକମାଲ ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ସହ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ବରଗଡ଼ ଏ.
Read More...

ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ବହୁ ପୁରାତନ ପ୍ରତିଷ୍ଠିତ ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟର ଆଲୁମିନି ଗ୍ରୁପ୍ ସଭାପତି ତଥା ଛତ୍ରପୁର ନୃତ୍ୟକଳା ଗୁରୁ ସଂଘର
Read More...