Daily Archives

ଗ୍ୟାସ ସିଲିଣ୍ଡର ଫାଟି ୩ ସ୍ୱାମୀ ଆୟପା ଭକ୍ତ ଗୁରୁତର : ୨ ଗୁରୁତରଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ ବିଶାଖାପାଟଣା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଗ୍ୟାସ ସିଲିଣ୍ଡର ଫାଟି ୩ ସ୍ୱାମୀ ଆୟପା ଭକ୍ତ ଗୁରୂତର । ୨ ଗୁରୁତରଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ରାୟଗଡା ସହର ରାନିଗୁଡ଼ା ଫାର୍ମ ଏଚ୍‌ପି ଗ୍ୟାସ ଗୋଦାମ ନିକଟରେ ଏଭଳି ଘଟଣା ଘଟିଛି । ସାଧାରଣତଃ ସ୍ୱାମୀ
Read More...

ବିଅରପାଲିରେ ଜନଜାତୀୟ ଗୌରବ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଲୋଇସିଂହା ବ୍ଲକ ବାନିପାଲି ପଞ୍ଚାୟତର ବିଅରପାଲି ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମୀରା
Read More...

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ରାଜ୍ୟସ୍ତରୀୟ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଜୟନ୍ତୀ ସଭା ପୂର୍ବରୁ ଆଦିବାସୀମାନେ ପାରମ୍ପରିକ ବେଶଭୂଷା, ନୃତ୍ୟବାଦ୍ୟ ସହିତ ସହରରେ ସାଂସ୍କୃତିକ
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଜାତୀୟ ଲୋକସେବା ଓ ପ୍ରସାରଣ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ମଙ୍ଗଳବାର ଜାତୀୟ ଲୋକସେବା ଓ ପ୍ରସାରଣ ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡାଙ୍କ
Read More...

ନୃସିଂହନାଥରେ କାର୍ତ୍ତିକ ମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ୫ ଦିନ ଧରି ଚାଲିଥିବା ପଞ୍ଚୁକ ବୁଡ ଶେଷ ସହ କାର୍ତ୍ତିକ ମେଳା ଉଦ୍‌ଯାପିତ ହୋଇଯାଇଛି । ପଞ୍ଚୁକ ୫ ଦିନ ଯାକ ଏଠାରେ ମାଁ, ଉଭଣୀ ମାନେ ଶହଶହ ସଂଖ୍ୟାରେ ଏକତ୍ରିତ ହୋଇ ଭୋରରୁ ଝରଣାରେ ଗାଧୋଇ
Read More...

ରାମାୟଣ ନବାହ ପାରାୟଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ହନୁମାନପଡା ସ୍ଥିତ ହନୁମାନଙ୍କ ମନ୍ଦିର ପ୍ରାଙ୍ଗଣର କାଳୀମଣ୍ଡପରେ ୯ ଦିନ ଧରି ଚାଲିଥିବା ରାମାୟଣ ନବାହ ପାରାୟଣ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ବ୍ୟାସକାର ନାରାୟଣ ଓଝା ଓ ତାଙ୍କର ସାଥୀଙ୍କ ଦ୍ଵାରା ଅତି ସୁନ୍ଦର ଉପସ୍ଥାପନା ଏକ
Read More...

ପାଇକମାଲ କୁବେର ସାଇର ବୋଇତ ବନ୍ଦାଣ ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କୁବେର ସାଇର ବୋଇତ ବନ୍ଦାଣ ସହ ବାର୍ଷିକ ଉତ୍ସବ ସାଲେପାଲି ଡ୍ୟାମ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ପାଇକମାଲ କୁବେର ସାଇର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପ୍ରଥମେ ସାଲେପାଲି ଖଣ୍ତିଝରଣ ଡ୍ୟାମରେ
Read More...

ବ୍ରହ୍ମପୁର ବିମାନ ବନ୍ଦର ବନାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ କାମ ଜୋର୍‌ସୋର୍‌ରେ ଚାଲୁ ରହିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାମ ଜୋର୍‌ସୋର୍‌ରେ ଚାଲୁ ରହିଛି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଏୟାରପୋର୍ଟ ଉପଦେଷ୍ଟା ସୁରେଶ କୁମାର ହୋତାଙ୍କ ସହିତ
Read More...

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍ଵାଧୀନତା ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନର ଅବସରରେ ଜିଲ୍ଲା
Read More...

ଡିଏଭି ସ୍କୁଲରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୋଲିସ ଡି.ଆଇ.ଜି. ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ । ବିଦ୍ୟାଳୟର ଏଲ୍. ଏମ୍. ସି. ସଭ୍ୟ ଏସ୍‌. କେ. ଯୋଶୀ, ମଞ୍ଜୁଶ୍ରୀ ପାଣିଗ୍ରାହୀ ତଥା ମାନସୀ
Read More...