Daily Archives

ଛତ୍ରପୁର ସହରଞ୍ଚାଳର ପରିମଳ ଓ ପବ୍ଲିକ୍ ଗ୍ରିଭେନ୍ସ ଉପରେ ପ୍ରାଥମିକତା ଦିଆଯିବ- ଇ.ଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ପ୍ରସନ୍ନ କୁମାର ଦାଶ ସୋମବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ଓଡ଼ିଶା ମ୍ୟୁନିସିପାଲଟି ଆଡମିନିଷ୍ଟ୍ରେସନ୍ ସେବାରେ ଗତ ୨୦୧୨-୧୩ ବର୍ଷରେ
Read More...

ଏସ୍‌ଏଚ୍‌ଜି ମହିଳାମାନେ ଜବତ କଲେ ମଦପାଉଚ୍‌ ଓ କଫ ସିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ଏସ୍‌ଏଚ୍‌ଜି ମହିଳାମାନେ ଛୋଟ ଛୋଟ ସ୍କୁଲ ପିଲା ମଦପିଇ ନିଜନିଜ ଭବିଷ୍ୟତକୁ ଅନ୍ଧକାରକୁ ଟାଣି ନେଉଥିବା ତଥା ବିଭିନ୍ନବର୍ଗର ଲୋକେ ମଦପିଇ ନିଜ ନିଜ ଘରମାନଙ୍କୁ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା
Read More...

ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁରାଷ୍ଟ୍ରୀୟ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀରେ କାମ କରୁଥିବା ସେଲ୍‌ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ସୋମବାର ଓଡିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କୁ ଫେରାଦ ହୋଇଛି । ଏଥିସହ କେନ୍ଦ୍ରଶ୍ରମ ଓ ରୋଜଗାର
Read More...

ନୂଆଦିଲ୍ଲୀଠାରେ ସହରାଞ୍ଚଳ ଜମି ରେକର୍ଡର ସର୍ଭେ-ପୁନଃ ସର୍ବେକ୍ଷଣରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଆନ୍ତର୍ଜାତୀୟ…

ଡିଜିଟାଲ ଭାବରେ ଅପଡେଟ୍ ଏବଂ ସ୍ୱଚ୍ଛ ଜମି ରେକର୍ଡଗୁଡିକ ଭୂମି ସମ୍ପଦର ଅପ୍ଟିମାଇଜେସନ୍ ଏବଂ ନୀତି ତଥା ଯୋଜନାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସୂଚନା ଆଦାନ ପ୍ରଦାନ କରିବାରେ ସହାୟକ ହେବ : ଶିବରାଜ ସିଂ ଚୌହାନସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ ଉପସ୍ଥିତିରୁ ଆମେ ଉପକୃତ ହେବୁ
Read More...

‘ଦାନା’ ହେଲା ଓଡ଼ିଶା ମୁହାଁ : ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ

ଆଇ.ଏମ୍.ଡି. ପ୍ରଭାବିତ ଅଞ୍ଚଳରେ ୨୩ ତାରିଖରୁ ୨୫ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା 'ଦାନା' ବାନ୍ଧୁଛି, ଭୀଷଣ ରୂପ ନେବା ସହ ଓଡ଼ିଶା ମୁହାଁ ହୋଇ ପୁରୀ ତଥା ବଙ୍ଗୋପ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ ବୋଲି ଆଇ.ଏମ୍.ଡି. ଆକଳନ
Read More...

ମାଛ ଚାଷ ତାଲିମ୍ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତ୍ନଚିରା ଫାରର୍ମରସ ପ୍ରୋଡୁସର୍ କମ୍ପାନୀ ଲିମଟେଡ ଡେଲାଙ୍ଗ ତରଫରୁ ସ୍ଥାନୀୟ ଶ୍ରୀପୁରୁଷୋତ୍ତମପୁର ସ୍ଥିତ କର୍ଲ୍ୟଣ ମଣ୍ଡପ ପରିସରରେ ଦିନିକିଆ ମାଛ ଚାଷ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଜାତୀୟ ବାଦାମ ଜାତୀୟ ଫଳ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅକ୍ଟୋବର ୨୨ରେ 'ଜାତୀୟ ବାଦାମ ଜାତୀୟ ଫଳ ଦିବସ' ପାଳନ କରାଯାଏ । ବ୍ରିଟେନ, ଆମେରିକା ଏବଂ ଅନ୍ୟ କେତେକ ଦେଶରେ ଏହି ଦିବସ ପାଳନ କରନ୍ତିଜ୍ଝ ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଏବଂ ବାଦାମ ଜାତୀୟ ପୁଷ୍ଟିକର ଶୁଖିଲା ଫଳର ମୂଲ୍ୟକୁ
Read More...

ବାଇକ୍‌ ବୋଲେରୋ ମୁହାଁମୁହିଁ ଧକ୍କା : ୨ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଇକ୍‌ ବୋଲେରୋ ମୁହାଁମୁହିଁ ଧକ୍କାରେ ୨ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତର ନାରିଙ୍ଗିଯୋଡି ଛକ ନିକଟରେ । ବାଇକ୍‌ ବୋଲେରୋ ମୁହାଁମୁହିଁ ହେବାରୁ ବାଇକ୍‌ ଆରୋହୀ ଗୁରୁତର ଆହତ
Read More...

ମାଁ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପକୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳାଙ୍ଗିର ସହର ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି । ଏହି ଅବସରରେ ବଲାଙ୍ଗିର ସହରର ୧୮, ୧୯ ଓ ୨୧ ନଂ ୱାର୍ଡର ପୂଜା ମଣ୍ଡପକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମାଁ ଗଜଲକ୍ଷ୍ମୀଙ୍କ ପୂଜା
Read More...

ଅଦିନିଆଁ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ : ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେର୍ମେଲାବାହାଲ ପଞ୍ଚାୟତ ଅଧିନସ୍ଥ ବିଜାଡ଼ିହ ଗ୍ରାମର କେତେକ ଚାଷୀ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ୧୯ ଶନିବାର ଦିନ ପବନ ବହିବା ସଙ୍ଗେ ଅଦିନିଆଁ ପ୍ରବଳ
Read More...