Daily Archives

ଛାତ ଉପରୁ ଖସିପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ଖସିପଡ଼ି ଥିଲେ । ପରିବାର ଲୋକେ ଖବର ପାଇବା ପରେ ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା
Read More...

ଲୋଇସିଂହାରେ ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସହରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଛତର ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ପୁଅଜିଉନ୍ତିଆ ତିଥିରୁ ମା'ଙ୍କ ଷୋହଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଦଶହରା ନବମୀ ରାତିରେ ମା'ଙ୍କ ଘଣ୍ଟ ଓ ଦୀପ ବିସର୍ଜନ ପରେ ଦଶମୀ
Read More...

ଡିସୌଜା ସ୍କୁଲର ଛାତ୍ରୀ ଅର୍ପିତା ବର୍ମାଙ୍କୁ ବ୍ୟାଡମିଣ୍ଟନରେ ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିଅମ ଠାରେ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୧୫ ବର୍ଷରୁ କମ୍‌ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଯାହା କି ଅକ୍ଟୋବର ୯ ଓ ୧୦ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ
Read More...

୧୯ ଅକ୍ଟୋବରରେ ‘କର୍ମଯୋଗୀ ସପ୍ତାହ’ – ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରତ୍ୟେକ କର୍ମଯୋଗୀ ଅତି କମରେ ୪ ଘଣ୍ଟାର ଦକ୍ଷତା ସଂଯୁକ୍ତ ଶିକ୍ଷା ହାସଲ କରିବେ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଡୋମେନ୍ ବିଶିଷ୍ଟ ଦକ୍ଷତା ବୃଦ୍ଧି ପାଇଁ କର୍ମଶାଳା ଏବଂ ସେମିନାର ଆୟୋଜନ କରିବେ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଡକ୍ଟର
Read More...

ଭାରତର ଇସ୍ପାତ ଶିଳ୍ପ : ଅଭିବୃଦ୍ଧି ଏବଂ ବିଶ୍ୱ ନେତୃତ୍ୱର କାହାଣୀ

ନୂଆଦିଲ୍ଲୀ, (ପିଆଇବି) : ଭାରତର ଇସ୍ପାତ ଶିଳ୍ପର କାହାଣୀ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ପ୍ରମାଣ, ଯାହା ଦେଶର ବ୍ୟାପକ ଅର୍ଥନୈତିକ ଯାତ୍ରାକୁ ପ୍ରତିଫଳିତ କରେ । ଏକଦା ବିଶ୍ୱରେ ସାଧାରଣ ଉତ୍ପାଦନକାରୀ ଭାବେ ପରିଗଣିତ ହେଉଥିବା ଦେଶ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ ଇସ୍ପାତ ଉତ୍ପାଦନକାରୀ
Read More...

ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ଜୟନ୍ତୀ ପାଳିତ

ଆତ୍ମଦର୍ଶନରେ ପୂର୍ଣ୍ଣତା ଆସିଥାଏ : ପ୍ରଫେସର ଦାସ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ୯୫ତମ ଜୟନ୍ତୀ ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ଭାରତ ଭୂଷଣ
Read More...

ଆସନ୍ତା ଅକ୍ଟୋବର ୨୦ରୁ ଫୁଟବଲ ମହାକୁମ୍ଭର ଦ୍ଵିତୀୟ ବାର୍ଷିକ ଖେଳ ଉତ୍ସବ : ଗ୍ରାମ ପଞ୍ଚାୟତର ୭୦ ଦଳ ଯୋଗଦାନ କରିବେ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୭୦ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟ ଆସୋସିଏସନ ପକ୍ଷରୁ ଫୁଟବଲ ମହାକୁମ୍ଭ ଦ୍ୱିତୀୟ ବାର୍ଷିକ ଖେଳଉତ୍ସବ ଆୟୋଜନ ପାଇଁ ସ୍ଥିରିକୃତ କରିଛନ୍ତି । ସମଗ୍ର ଗ୍ରାମରେ ଫୁଟବଲ ଖେଳପ୍ରତି ଅଜବ
Read More...

ଜମୁଛି ମାଁ ଗଜଲକ୍ଷ୍ମୀ ପୂଜା : ସନ୍ଧ୍ୟା ଆଳତୀ ଓ ୧୬ ପ୍ରହରୀ ନାମଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଇଁତଲା ବ୍ଲକଛକ ଠାରେ ଚାଲିଥିବା ମାଁ ଗଜଲକ୍ଷ୍ମୀ ପୂଜା ଓ ୧୬ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଉକ୍ତ ବ୍ଲକ ଛକ ଠାରେ ପଣ୍ଡିତ କିରଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପୂଜା ପଣ୍ଡିତ ନବଘନ ଷଡ଼ଙ୍ଗୀ, ହରିହର
Read More...

ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଖାସବାହାଲ ଖେଳ ପଡିଆର ଗୋଚର ଜମିରେ ଦୀର୍ଘ ବର୍ଷ ହେବ ଗାଁ ଲୋକେ ବିଭିନ୍ନ ପ୍ରତିଯୋଗିତା କରିବା ସହ ଖେଳକୁଦ କାର୍ଯ୍ୟ ମଧ୍ୟ କରିଥିଲେ ହେଲେ ଉକ୍ତ ଗାଁର ନିଁମେଇ ନାଏକ ବ୍ୟକ୍ତି ଜଣକ ଦୀର୍ଘ ୧୦ ମାସ ହେବ ଜୋର ଜବରଦସ୍ତ ଖେଳ
Read More...

ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଅଘଟଣ : କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଚଳନ୍ତା ଟ୍ରେନ୍‌ରେ ଚଢିବା ବେଳେ ଅଘଟଣ । କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା' ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନ୍‌ରେ ଅଘଟଣ । ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଏହି ଅଘଟଣ ଘଟିଛି । କରବା
Read More...