Daily Archives

ବଲାଙ୍ଗିର ଜିଲ୍ଲା ଗ୍ରାମ ପଂଚାୟତ ରାତ୍ର ଜଗୁଆଳି ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗ୍ରାମ ପଂଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳି / ମେହେନ୍ତର ସଂଘର ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ଗୋୟଲ ଧର୍ମଶାଳାରେ ଗେଥଲ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇଟିୟୁସିର ସହଯୋଗରେ ସଂଘର ନୂତନ ଭାବରେ ନାମକରଣ
Read More...

ଦଶମତୀ ଯୁବଗୋଷ୍ଠୀ ପକ୍ଷରୁ କଣ୍ଟାପାଲିରେ ନୂଆଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ଦଶମତୀ ଯୁବଗୋଷ୍ଠୀ ଓ ସାଂସ୍କୃତିକ କଳାପରିଷଦ ପକ୍ଷରୁ ରବିବାର ଆଗଲପୁର ବ୍ଲକ କଣ୍ଟାପାଲିରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇନ ବିଶାରଦ ଜୟରାମ ମିଶ୍ର ମୁଖ୍ୟ ଅତିଥି ଓ ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା
Read More...

ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ପରିବେଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣିର ସାମାଜିକ ଅନୁଷ୍ଠାନ ନିୟୁ ମର୍ଣ୍ଣିଂ ଫାଉଣ୍ଡେସନ୍‌ ଓ ଝିରପାଣି ଦୁର୍ଗାପୂଜା କମିଟିର ମିଳିତ ଆନୁକୂଲ୍ୟରେ ଦୁର୍ଗାପୂଜା ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଛି । ଫାଉଣ୍ଡେସନଚର ଅଧ୍ୟକ୍ଷା ଗୌରୀ କୁମ୍ଭାର
Read More...

ଅକ୍ଟୋବର ୧୫, ୨୦୨୪ରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ – ଉତ୍କର୍ଷ କେନ୍ଦ୍ର ଘୋଷଣା…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫, ୨୦୨୪ରେ ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ । 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ୩ଟି
Read More...

ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ‌ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ହେଲେ ବହୁଦିନ ପର୍ଯ୍ୟନ୍ତ
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ପଦ୍ମପୁର
Read More...

ଗଞ୍ଜାମର ପ୍ରସିଦ୍ଧ ଠାକୁରାଣୀ ମାଁ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ଠାକୁରାଣୀ ମାଁ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଶନିବାର ଦିନ ରାତ୍ର ମାଁ ପଟୁଆର ରୁଷାଣୀ ଗ୍ରାମ୍ୟ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ରାଜବାଟୀ ନିବାସୀ ଧର୍ମ ପରାୟଣା ମହିଳା ଅହଲ୍ୟା ଦେବୀ(୬୭)ଙ୍କ ଆଜି ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ଶେଷ ସମୟରେ ଦୁଇ ପୁଅ ସୁରଜ ସିଂହ, କିରଣ ସିଂହ, ଦୁଇ ବୋହୁ, ଝିଅ ଶନ୍ତୁ ସିଂହ, ଜ୍ୱାଇ ସମେତ ରତ୍ନ
Read More...

ସିନାପାଲିରେ ଦୁଲୁକିଲା ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲିରେ ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକ ପୂରଣ ନାଁରେ ହଜାର ହଜାର ଶ୍ରଦ୍ଧାଳୁ ମାଁ ମହୁଲ ଗୋଛିଏନଙ୍କ ପାଖରେ ନିଜକୁ ସମର୍ପିତ କରି ମା'ଙ୍କ ଆଶୀର୍ବାଦ ନେଇଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ବାଦ୍ୟ
Read More...

କୁମାର ଉତ୍ସବ -୨୦୨୪ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ -୨୦୨୪ ଚଳିତ ଅକ୍ଟୋବର ମାସ ୧୬ ତାରିଖ ବୁଧବାର ସନ୍ଧ୍ୟା ୬ଟା ସମୟରେ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହେବାକୁ ଯାଉଛି । ଏନେଇ ଆଦର୍ଶ ସାହିତ୍ୟ ଘର ଠାରେ
Read More...