Daily Archives

ଗୀତିନାଟ୍ୟ ମହିଷା ମର୍ଦ୍ଦିନୀ ପାଇଁ ପ୍ରସ୍ତୁତି

ଡା. ରୁଦ୍ରନାରାୟଣ ପଟେଲ ମହିଷାଅସୁର ଭୂମିକାରେ ଅଭିନୟ କରିବେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥପଡା ଶାରଦୀୟ ଦୁର୍ଗାପୂଜା ଅବସରରେ ସର୍ବପୁରାତନ ରାମଜୀ ନାଟକ ସଂସଦ ବଲାଙ୍ଗିରର କଳାକାରଙ୍କୁ ନେଇ ଗତ ୧୧ ତାରିଖ ଶୁକ୍ରବାର ଅଷ୍ଟମୀ ପୂଜା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ
Read More...

ବିଦ୍ୟୁତ ଆଘାତ ଲାଗି ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉ.ପି. ବିଦ୍ୟାଳୟ, ଘନିପୁରର ସପ୍ତମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ସାହୁ (୧୨)ଙ୍କ ଗତରାତି ୯. ୪୫ରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା
Read More...

କୁଡ଼ାସିଂହାରେ ଦୁର୍ଗାପୂଜାର କଳସ ଯାତ୍ରା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଆଜି କଳସ ଯାତ୍ରା, ବିଲ୍ଵାଧିବାସ ସହ ମହାଆଡମ୍ବରରେ ୩୪ତମ ଶାରଦୀୟ ଦୁର୍ଗାପୂଜା ଶୁଭାରମ୍ଭ ହୋଇଯାଇଛି । ଚଳିତବର୍ଷ କୁବେର ସାହୁ ଏବଂ ଧର୍ମପତ୍ନୀ ଦୁଲଣା ସାହୁ କର୍ତ୍ତା ଭାବେ
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପାଇଁ ୧୩ଜଣ ମନୋନୀତ

ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ
Read More...

ଗଞ୍ଜାମ ଜିଲ୍ଲାକୁ ୧ ନମ୍ୱର ଜିଲ୍ଲା ଭାବେ ପରିଗଣିତ କରିବା ନିମନ୍ତେ ଜିଲ୍ଲା ପରିଷଦ ଗୃହରେ ଆଲୋଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠତମ ବୈଠକ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବହୁ ତର୍କବିତର୍କ ମଧ୍ୟରେ ସମାହିତ ହୋଇଯାଇଛି, ଷଷ୍ଠତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ । ଏକ ବିକଶିତ ଜିଲ୍ଲାର ପରିକଳ୍ପନା ନେଇ ଜାତୀୟସ୍ତରରେ
Read More...

ଯୁବ ପତ୍ରିକା ‘କୋଠଘର ଚାଟଶାଳୀ’ ଲୋକାର୍ପଣ

ରାଉରକେଲା, (ସସ୍ମିତା ପ୍ରଧାନ) : 'କୋଠଘର ଆମ ସାହିତ୍ୟ ପରିବାର' ଏବଂ ସିଲିକନ ବିଶ୍ୱବିଦ୍ୟାଳୟର ମେଟା ଏକାଡେମୀ ସେଲର ମିଳିତ ଆନୁକୂଲ୍ୟରେ କୋଠଘର ଆମ ସାହିତ୍ୟ ପରିବାରର ବହୁ ପ୍ରତୀକ୍ଷିତ ତ୍ରୈମାସିକ ଯୁବ ପତ୍ରିକା "କୋଠଘର ଚାଟଶାଳୀ"ର ପ୍ରଥମ ସଂସ୍କରଣ ଶାରଦୀୟ ବିଶେଷାଙ୍କର ଲୋକାର୍ପଣ
Read More...

ମୁରିବାହାଲ ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ୍ ଅଭାବରୁ କାଟ ଖାଇଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଯାଇଛି । ଫଳରେ ଅଧ୍ୟକ୍ଷ ଶ୍ରୀ ମେହେର ନିଜ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି । ବୁଧବାର ଅନୁଷ୍ଠିତ
Read More...

୭୦ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଫରେଷ୍ଟ ପାର୍କ ରାୟଗଡ଼ ଠାରେ ୭୦ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ କାଡ୍ରାକା ଆପ୍ପାଲା ସ୍ଵାମୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି
Read More...

ବିଜେପୁର ପାର୍ବତୀଗିରି ବୃଦ୍ଧାଶ୍ରମରେ ଦାନ ଉତ୍ସବ

ବିଜେପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ, ଚିରସବୁଜ, ସବୁଜିମା କୃଷକ ଉତ୍ପାଦକ କମ୍ପାନୀର ମିଳିତ ଉଦ୍ୟମରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପାର୍ବତୀ ଗିରି ବୃଦ୍ଧାଶ୍ରମ ପରିସରରେ ଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ତହସିଲ ଅଫିସକୁ ଲାଗି ରହିଥିବା ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମା' ଭଉଣୀ, ଭାଇ ମାନେ ଏକ କଳସ ଶୋଭାଯାତ୍ରାରେ ବାହାରି ୧୦୮ କଳସିରେ ନୃସିଂହନାଥରୁ ବହି ଆସୁଥିବା ପବିତ୍ର ଝରଣା
Read More...