Daily Archives

ମାଓ ଭୟରେ ଚାଲିଛି ଫିଲ୍ମ୍‌ ସୁଟିଂ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚଳଚ୍ଚିତ୍ର ମଧ୍ୟରେ ବେଶ ଭିନ୍ନ ଭାବେ ବାରି ହୋଇପଡେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର । କେବଳ ଜଣେ ସଫଳ ନିର୍ଦ୍ଦେଶକ ନୁହେଁ ବରଂ ଜଣେ ସଫଳ ଅଭିନେତା ଭାବେ ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ, ପ୍ରଯୋଜକ ତଥା
Read More...

ଭିଜିଲାନ୍ସ ଜାଲରେ ପଡିଲେ ଫୁଡ୍ ଇନ୍ସପେକ୍ଟର

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର । ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ଟଙ୍କା ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ମଝି ରାସ୍ତାରେ ମାଡ଼ି ବସିଲା ଟିମ୍। ତାଙ୍କଠାରୁ ରଙ୍ଗବୋଳା ୫ହଜାର
Read More...

କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଅନୁମୋଦନ

ହବିଷ୍ୟାଳି ମା'ମାନଙ୍କୁ କାର୍ତ୍ତିକ ମାସ ବ୍ରତ ସମୟରେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର : କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନଙ୍କର ବ୍ରତ ପାଳନ ନିମନ୍ତେ ଆଜି ଓଡ଼ିଶା ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର
Read More...

କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ

ଏହି ଆଲୋଚନା ମୋ ପାଇଁ ବହୁତ ଉପଯୋଗୀ, କାରଣ କୃଷକଙ୍କ ସେବା ହିଁ ଭଗବାନଙ୍କ ପୂଜା : ଶ୍ରୀ ଚୌହାନକୃଷକମାନଙ୍କୁ ଖରାପ ବିହନ ଯେପରି ନମିଳେ, ସେଥିପାଇଁ ଆଇନକୁ ଆହୁରି କଠୋର କରିବାକୁ କେନ୍ଦ୍ର ସରକାର ବିଚାର କରିବେ : ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ
Read More...

ଭିଜିଲାନ୍ସ ହାବୁଡରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ବୈପାରୀଗୁଡା : ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ମହିଳା ସହକାରୀ ଯନ୍ତ୍ରୀ ଭାନୁମୋତି ଟୁଡୁ କାର୍ଯ୍ୟରତ ଥିବା ବେଲେ ଆଜି ପୂର୍ବାହ୍ନରେ ଭାନୁମୋତି ଘୁମର ଗାଁର ଜଣେ
Read More...

ଅକ୍ଟୋବର ୨, ୨୦୨୪ ସକାଳ ୯ଟାରୁ ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ କରିବାକୁ ସବୁ ବର୍ଗର ଲୋକଙ୍କୁ ଅନୁରୋଧ କଲେ…

ବର୍ଜ୍ୟରୁ ଶକ୍ତି ଏବଂ ଜଳବାୟୁ ସହନଶୀଳ ପରିମଳ ଭିତ୍ତିଭୂମି ଭଳି ଅଭିନବ ସମାଧାନ ସମେତ ଦେଶର ଯାତ୍ରାକୁ ପ୍ରଦର୍ଶିତ କରିବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଦିବସ ସମାରୋହ ପାଳନ ହେବସ୍ୱଚ୍ଛ ଭାରତ ଅଭିଯାନରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି - ୫୫%ରୁ
Read More...

ଗାଧୋଇବା ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ : ଗାଧୋଇବା ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ହେଲେ କୁଡୁତୁଲି ପଞ୍ଚାୟତ ମୁଣ୍ଡାରଗାଁର ବିଦୁର ପାତ୍ରଙ୍କ ସ୍ତ୍ରୀ ଶ୍ରୀମତୀ ପାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଗତେ, ଶ୍ରୀମତୀ ପାତ୍ର ସବୁଦିନ
Read More...

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଦେଶବ୍ୟାପୀ ପାଳିତ ହେଉଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ଏବଂ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏନ୍‌ଏବିଏମ୍ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ
Read More...

ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲା

ବସ୍ତି ବାସିନ୍ଦାଙ୍କ ସମସ୍ୟାକୁ ନେଇ ଆରଏସପି ଅଧିକାରୀଙ୍କୁ ସାକ୍ଷାତ କଲେ ବିଧାୟକ ଶ୍ରୀ ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଇସ୍ପାତ ସହରାଞ୍ଚଳ ଏବଂ ସାରନଗରୀ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଢି ଉଠିଥିଲା ବସ୍ତି ବାସିନ୍ଦାଙ୍କ ବିଭନ୍ନ
Read More...

ବାଲାଜୀ କଲେଜ ଅଫ୍‌ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବାଲାଜୀ କଲେଜ ଅଫ୍‌ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ ହୋଇଯାଇଛି । ବାଲାଜୀ କଲେଜ ଅଫ୍‌ ନର୍ସିଂର ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡା. ଶୁଖିଶ୍ୟାମ ତ୍ରିପାଠୀ ମୁଖ୍ୟ
Read More...
error: Content is protected !!