Monthly Archives

September 2024

କଇଁଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୪ ଗିରଫ

ମାଲକାନଗିରି : ସାର ଗାଡ଼ିରେ କଇଁଛ ଚାଲାଣ ହେଉଥିବା ବେଳେ ଜବତ କଲା ମାଲକାନଗିରି ବନବିଭାଗ । ଆନ୍ଧ୍ରପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ଏହି ସବୁ କଇଁଛ ମାଲକାନଗିରି ଚାଲାଣ ହେଉଥିବା ବେଳେ ମୋଟୁ ବନ ଅଧିକାରୀ ୫ ଶହ କଇଁଛ ଜବତ କରିଛି । କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବନ
Read More...

ସ୍ଥାୟୀ ନିଯୁକ୍ତି ଦାବୀ ସପ୍ତାହ ବ୍ୟାପୀ ଯାଇଥିବା ବେଳେ ଗଣଧାରଣା ଉଗ୍ର ରୂପ ଧାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କିମି ଦୂରରେ ରହିଛି, ଗୋପାଳପୁର ପୋର୍ଟ ଏବଂ ଏଠାରୁ ଆଉ ୨ କିମି ଦୂରରେ ରହିଛି ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ଯାହା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଗଢିଉଠିଛି । ହେଲେ ଏହି ୨ ପ୍ରତିଷ୍ଠାନରେ
Read More...

ପୁତୁରା ନେଇଗଲା ମାଁ ଭଳି ପିଉସୀର ଜୀବନ

ବେତନଟୀ : ବେତନଟୀ ଥାନା ଦହିକୋଟି ଗ୍ରାମରେ ଆଜି ଅପରାହ୍ନରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଲୋମହର୍ଷଣକାରୀ ହାତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଭଉଣୀ ଚାରୁଲତା ମିଶ୍ର (୬୪) ।
Read More...

ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଅଫିସ ସାମ୍ନାରେ ଏସ୍‌ସି ଏସ୍‌ଟି ସମାଜର ହଜାର ହଜାର ଲୋକ ୧ ଅଗଷ୍ଟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପାରିତ କରାଯାଇଥିବା ଏସ୍‌ସିଏସ୍‌ଟି ସଂରକ୍ଷଣ ଉପରେ ରାୟ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସିନିୟର ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୧ରୁ ଭାଗ ନେବେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିର ଠାରେ ଆଜି କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚୁଡାନ୍ତ ପ୍ରସ୍ତୁତି ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରି
Read More...

ୟୁକୋ ବ୍ୟାଙ୍କରେ ନକଲି ସୁନା ଋଣ ଦୁର୍ନୀତି : ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍, ଉଚ୍ଚ ସ୍ତରୀୟ ତଦନ୍ତ…

ବାଲିଗୁଡା : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନା ଋଣ ଦୁର୍ନୀତି ପଦାକୁ ଆସିଛି । ବ୍ୟାଙ୍କରେ ସୁନା ଆପ୍ରାଇଜର୍‌ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା
Read More...

ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନାର ଉଦ୍‌ଘାଟନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା "ଦାଶ ଚକ୍ଷୁ ଚିକିତ୍ସାଳୟ" । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ
Read More...

ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ପ୍ରଗତିବାଦୀର ଭଗୀରଥ ଥିଲେ ରଘୁନାଥ ଦାସ : ଚନ୍ଦ୍ରଶେଖର ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ କଲଚରାଲ ଏକାଡେମୀ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ କାବ୍ୟ କବିତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା
Read More...

ସ୍ଥାନୀୟ ବା ଦେଶୀ ଭାଷା ସାକ୍ଷରତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ସ୍ଥାନୀୟ ବା ଦେଶୀ ଭାଷା ସାକ୍ଷରତା ଦିବସ' ହେଉଛି ଏକ ଉତ୍ସାହଜନକ ଉତ୍ସବ ଯାହା ପ୍ରାଥମିକ ଜାତିର ଲୋକମାନଙ୍କର ସମୃଦ୍ଧ କାହାଣୀ, ସଂସ୍କୃତି ଏବଂ ଭାଷାକୁ ସମ୍ମାନିତ କରେ । ଏହା ସୁଦୂର ଆଦିବାସୀ ସମ୍ପ୍ରଦାୟର ସମ୍ମୁଖୀନ ହେଉଥିବା ସାକ୍ଷରତା ଆହ୍ଵାନ
Read More...

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଐତିହାସିକ ତଥା ଗବେଷକ ଡଃ. ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଉପଲକ୍ଷେ ପ୍ରଗତି ଉତ୍କଳ ସଂଘରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥି ତଥା ଉପସ୍ଥିତ ସଦସ୍ୟ ମାନେ ଡଃ. ସାହୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ
Read More...