Monthly Archives

September 2024

ବରଗଡ ସାଂସଦ ପ୍ରଦୀପ ଭାଇଙ୍କୁ ପାଇକମାଲ ନାଗରିକ କମିଟି ତରଫରୁ ଜୋର୍‌ଦାର୍‌ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ନାଗରିକ କମିଟିର ଜୋର୍‌ଦାର୍‌ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ସମ୍ୱର୍ଦ୍ଧନା ସଭାରେ ନାଗରିକ କମିଟିର ସଭାପତି ମନୋଜ କୁମାର ତ୍ରିଦେବୀ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ସାଂସଦ ପ୍ରଦୀପ ଭାଇ ଯୋଗଦେଇ
Read More...

ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧିନସ୍ଥ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ଓଡିଶା ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ
Read More...

ତିରୁପତିର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ମହାଆଡମ୍ବରରେ ନୂଆଁଖାଇ ପାଳିତ

ତିରୁପତି, (ଗଣେଶ ବାରିକ୍) : କୃଷି ଭିତ୍ତିକ ନୂଆଁଖାଇ ତିହାର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତିରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶାର ସ୍ଥାନୀୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମିଳିତ ଉଦ୍ୟମରେ ନୂଆଁଖାଇ ପାଳିତ ହୋଇଥିଲା । ମାଁ ସମଲେଶ୍ଵରୀ ଓ
Read More...

ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘ ପଡ଼ିଆରେ ଚଳିତ ବର୍ଷର ଗଣପର୍ବ ନୂଆଁଖାଇର ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଅନନ୍ତ କୁମାର ସାହୁଙ୍କ ନୂଆଁଖାଇ ଉପରେ ଏକ ସଂଗୀତ ଗାନ କରି କାର୍ଯ୍ୟକ୍ରମର
Read More...

ଆପ୍‌ର ପ୍ରତିବାଦ ସଭା ଆସନ୍ତା ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରଙ୍କ ଦ୍ୱାରା ଓଡିଶାବାସୀଙ୍କୁ ଧୋକା ଦେବା ନେଇ ଆମ ଆଦମୀ ପାର୍ଟି ନିନ୍ଦା ଓ ବିରୋଧ କରିବା ସହ ଆସନ୍ତା ସେପ୍ଟେମ୍ବର ୧୩ରେ ଭୁବନେଶ୍ୱର ସ୍ଥିତ ପିଏମ୍‌ଜି ଛକଠାରେ ପ୍ରତିବାଦ କରିବ ବୋଲି ପାର୍ଟି ତରଫରୁ ଆୟୋଜିତ
Read More...

ସ୍ୱେଚ୍ଛାସେବୀ ସଙ୍ଗଠନର ଏବିସିଡି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ତରଫରୁ ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, ଶାନ୍ତସଂଗ୍ରାମ ଭୋଇ, ସହଦେବ ମେହେର, ଅମୀୟ ପୁରୋହିତ, ସୁରେଶ ମିଶ୍ର, ରବିନ୍ଦ୍ର ଦାଶ, ସମ୍ପଦ ସାହୁ, ସରୋଜ ଦାନି,
Read More...

ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଦୁର୍ବତ୍ତ : ଯୁବକ ଗୁରୁତର

ନୟାଗଡ : ଯୁବକଙ୍କୁ ନୃଶଂସ ଭାବରେ ଧାରୁଆ ଅସ୍ତ୍ରରେ ହାଣିଲା ଦୁର୍ବତ୍ତ । ନୟାଗଡ ଜିଲ୍ଲା ଫତେଗଡ ଥାନା ଭଗବାନପୁର ଗାଁରେ ଚାଞ୍ଚଲ୍ୟ । ଗୁରୁତର ଯୁବକ ଅଖିଳ କୁମାର ସାହୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ
Read More...

ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ବୌଦ୍ଧ : ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରବାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ନୂଆଁଖାଇ ପାଇଁ ଶ୍ୱଶୁର ଘରକୁ ଆସିଥିଲେ ଜ୍ୱାଇଁ । ହେଲେ ସେଠାରେ କୌଣସି କାମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
Read More...

ପୋଲାଭରମ ବନ୍ଧର ଉଚ୍ଚତା ଗଭୀରତମ ସ୍ଥାନରୁ ୭୨.୬୦ ମିଟର : କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟକୁ ପ୍ରଘଟ କଲେ ହେମନ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲାଭରମ ନଦୀବନ୍ଧର ଉଚ୍ଚତା ଗଭୀରତମ ଫାଉଣ୍ଡେସନ ସ୍ଥାନରୁ ୭୨.୬୦ମିଟର ରଖାଯାଇଥିବା ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ ବିଭାଗ ଓ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧରକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ
Read More...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏସ୍‌ୟୁ-୩୦ ଏମ୍‌କେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ…

ହାଲ୍‌ର କୋରାପୁଟ ଡିଭିଜନ୍‌ ଦ୍ୱାରା ନିର୍ମିତ ହେବ ନୂଆ ଏରୋ ଇଞ୍ଜିନ୍‌ ଭୁବନେଶ୍ଵର, (ପିଆଇବି) : ଏସ୍‌ୟୁ-୩୦ ଏମ୍‌କେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫ୍‌ପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ
Read More...