Monthly Archives

September 2024

ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ   

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର
Read More...

ନରସିଂପଡ଼ା ଗଣେଶ ପୂଜା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନରସିଂପଡ଼ାରେ ୭ ଦିନ ଧରି ମହାଆଡମ୍ବରରେ ଚାଲିଥିବା ଗଣେଶ ପୂଜା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂଜା ଆରମ୍ଭରୁ ପଡ଼ାରେ ଗୋଟିଏ ସଭା କରି ପୂଜା କମିଟି ଗଠନ କରାଯାଇଥିଲା, ଏଥିରେ ସଭାପତି ଆଶିଷ ମାହାର, ସଭ୍ୟ ଭାବରେ ଅନିଲ
Read More...

ଶିଶୁ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ଶିଶୁମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅରୁଣା - ସିଆର୍‌ଏସ୍‌ର ମିଳିତ ଉଦ୍ୟମରେ ସ୍ଥାନିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ
Read More...

ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲିର ବଞ୍ଚିତ ଅଞ୍ଚଳ ନା ପଞ୍ଚାୟତରେ ନା ପୌରପାଳିକାରେ – ବିଧାନସଭାରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଧାନସଭାରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପିଠାସିନ ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ଦୃଷ୍ଟି ଆକର୍ଷଣ କରି ରଘୁନାଥପାଲ୍ଲୀ ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲି ବଞ୍ଚିତ ଅଞ୍ଚଳର ନା ପଞ୍ଚାୟତରେ ନା
Read More...

ପଦ୍ମପୁର ମହାବିଦ୍ୟାଳୟରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ
Read More...

ପାଇକମାଲ ହାଇସ୍କୁଲରେ ହିନ୍ଦୀ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ପୂର୍ଣ୍ଣରାମ ସା ଯୋଗଦାନ କରି ଛାତ୍ରଛାତ୍ରୀ
Read More...

ଶିଶକେଲ ଗାଁରେ ନୂଆଁଖାଇ ଉପଲକ୍ଷେ ରାମଲୀଲା ନାଟକ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲ ଗାଁର ଜଗନ୍ନାଥ ପାଠାଗାର ଗଣେଶ ପୂଜା କମିଟି ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଲାହାଣ୍ଡି ଜିଲ୍ଲା ବାଗବୁରାଇ ଗାଁର କୁନି କୁନି କଳାକାର ମାନଙ୍କୁ ନେଇ ରାମଲୀଳା ନାଟକ ଆୟୋଜନ
Read More...

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି : ବୃଦ୍ଧିକୁ ଏଚ୍‌.ଏମ୍‌.ଏସ୍‌.ର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହିନ୍ଦ୍‌ ମଜଦୁର ସଭା (ଏଚ.ଏମ.ଏସ୍‌) ରାଜ୍ୟ ଉପ ସଭାପତି ରବି ରଥ ସ୍ୱାଗତ ସହ କୃତଜ୍ଞତା ଜଣାଇଛନ୍ତି । ଦେଶର ବିକାଶ ପାଇଁ ନିର୍ମାଣ ଶ୍ରମିକମାନଙ୍କ
Read More...

ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗର ପୂର୍ବାଞ୍ଚଳ ରାଜ୍ୟ ଅଧିକାରୀମାନଙ୍କ ସହ ପ୍ରମୁଖ ବିଭାଗୀୟ ଯୋଜନା ଉପରେ ସମୀକ୍ଷା…

ଲାଭ ତଥା ଔଦ୍ୟୋଗିକତା ବୃଦ୍ଧି କରିବା ପାଇଁ ହିତାଧିକାରୀଙ୍କ ମଧ୍ୟରେ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଯୋଜନାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରନ୍ତୁ : ଶ୍ରୀମତି ଉପାଧ୍ୟାୟ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (ଏଏଚ୍‌ଡି) ସଚିବ ଶ୍ରୀମତୀ
Read More...

ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ
Read More...