Monthly Archives

September 2024

ଜେନିଥ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଜେନିଥ ଲାୟନ୍ସ ଗୁରୁକୁଳ’ର ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏକ ଶିକ୍ଷଣୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଅଗ୍ନିଶମ କେନ୍ଦ୍ର, ହସ୍ତତନ୍ତ କାର୍ଯ୍ୟଶାଳା
Read More...

ପାଇକମାଲ ବ୍ଲକ ଯାଦବ ସମାଜରେ ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ଵରୀ ମନ୍ଦିରରେ ପାଇକମାଲ ବ୍ଲକ ଯାଦବ ସମାଜ ପକ୍ଷରୁ ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସିନାପାଲି ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ ଓ କୋର୍ଟ ଚାଲାଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁରୁ ୨ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର ଗୋଟିଏ କଲଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିବା ବେଲେ ଅଭିଯୁକ୍ତମାନଙ୍କୁ ଗିରଫ
Read More...

ବିଜେଡି, ବିଜେପି ମଧ୍ୟରେ ଗଣ୍ତଗୋଳ : ୩ ବିଜେଡି କର୍ମୀଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ପରିସରରେ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ କୌଣସି କାରଣ ବଶତଃ ଶୁକ୍ରବାର ଯୁକ୍ତିତର୍କ ହୋଇ ପାଇକମାଲ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି । ପୋଲିସ ବିଜେଡିର ୩ ଜଣଙ୍କୁ ଗିରଫ କରିଥିବା ବେଳେ ବିଜେପିର କାହାରିକୁ
Read More...

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ସହରର ମହିଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୭ ତାରିଖରୁ ରାଜ୍ୟର ମୋହନ ମାଝୀଙ୍କ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା । ଉକ୍ତଦିନ ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏହି ଯୋଜନାର ଶୁଭ ଉଦ୍‌ଘାଟନ କରିବେ । ଏହି ଯୋଜନା
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସଭାବେ ପାଳନ କରାଯାଇଥାଏ । ପ୍ରଥମ ଥର ୧୯୫୩ରେ ଏହି ଦିବସ ପାଳନ କରାଯାଇଥିଲା । ଏହା ସହିତ ଭାରତୀୟ ସମ୍ବିଧାନରେ ଏହା ସରକାରୀ ଭାଷାଭାବେ ମଧ୍ୟ ମାନ୍ୟତା ପାଇଛି । ଏହି କ୍ରମରେ ରାଉରକେଲା ସହରର
Read More...

ବିଶ୍ୱ ପ୍ରାଥମିକ ଉପଚାର ଦିବସ : ଘରେ ଘରେ ପ୍ରାଥମିକ ସେବା ସହାୟକ ସୃଷ୍ଟି କରିବା

ଭୁବନେଶ୍ୱର : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଇସିଆର୍‌ସି ୟୁନିଟ୍‌ ଦ୍ୱାରା ପ୍ରାଥମିକ ଉପଚାର ଦିବସ ଭୁବନେଶ୍ୱର ସ୍ଥିତ ରେଡ୍‌କ୍ରସ୍‌ ଭବନ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ଆଭିମୁଖ୍ୟ ଥିଲା
Read More...

ସୁଭଦ୍ରା ଯୋଜନା ଅନଲାଇନ ପାଇଁ ଟଙ୍କା ନେଉଛନ୍ତି ସିଏସ୍‌ସି ମାଲିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି । ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ
Read More...

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ୪, ୪୮୪ଟି ମାମଲାର ଫଇସଲା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ମାନଙ୍କରେ ଶନିବାର ୨୦୨୪ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ,
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ୱାରା ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର-୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ, ପ୍ରେକ୍ଷାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଅବସରେ ଚେମ୍ବର ଅଫ କମର୍ସ, ରାଉରକେଲାର ପ୍ରାକ୍ତନ
Read More...