Monthly Archives

September 2024

ଇଞ୍ଜିନିୟର୍ସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଇଞ୍ଜିନିୟର୍ସ ଡେ' ବା 'ଯନ୍ତ୍ରୀ ଦିବସ' ହେଉଛି ଏକ ବାର୍ଷିକ ଉତ୍ସବ ଯାହାକି ସମଗ୍ର ବିଶ୍ୱରେ ଇଞ୍ଜିନିୟରମାନଙ୍କ ଅବଦାନ ଏବଂ ସଫଳତାକୁ ସମ୍ମାନିତ କରିବା ପାଇଁ ଉତ୍ସର୍ଗୀକୃତ ଅଟେ । ସିଭିଲ ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଭୂତ ଅବଦାନ ତଥା ଦେଶର
Read More...

ଭେରୁଆମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଭେରୁଆମୁଣ୍ଡା ବାପୁଜୀ କ୍ଲବ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ମହେନ୍ଦ୍ର ପଶାୟତ, ମୁଖ୍ୟ ବକ୍ତା ରଂଜନ ମାଝୀ ଓ ସମ୍ମାନିତ ଅତିଥି ଭାବରେ
Read More...

ବାଲିଗୁଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଅଦାଲତରେ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ
Read More...

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସ୍ୱାସ୍ଥ୍ୟ ଉପଚାର ଦିବସ ପାଳିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ୱାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଯୁବ ରେଡ୍‌କ୍ରସ୍ ଜିଲ୍ଲା ସଂଯୋଜକ ଡ. ବିଭୁତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ
Read More...

ପରଲୋକରେ ଶିକ୍ଷକ ବିଭୁତି ଶତପଥୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର ଉପଖଣ୍ଡ ବିରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୁତି ଶତପଥି ବୁର୍ଲା ହସ୍ପିଟାଲରୁ ଚିକିତ୍ସିତ ହୋଇ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ । କିନ୍ତୁ ଯିବା ବାଟରେ ବିଭୁତି ଶତପଥୀ (୫୯)ଙ୍କର ପରଲୋକ ହୋଇଯାଇଛି । ସେ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଗଙ୍ଗାଧର ହେର୍ଣ୍ଣା ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁରିବାହାଲ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ଗଙ୍ଗାଧର ହେର୍ଣ୍ଣାଙ୍କୁ ବିଧାୟକଙ୍କ ଅନୁପସ୍ଥିତିରେ ଦରକାର ପଡ଼ିଲେ ଅଫିସର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିନିଧି ମନୋନୀତ କରିଛନ୍ତି । ଏ
Read More...

ତେନ୍ତୁଳିଖୁଣ୍ଟି ଗଣେଶ ଭସାଣୀରେ ଅଘଟଣ

ଜେନେରେଟରର ବିଦ୍ୟୁତ୍ ଆଘାତରେ ନୁଆପଡ଼ା ଜିଲ୍ଲାରୁ ଆସିଥିବା ମେଲୋଡି ପାର୍ଟିର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁଥାନାରେ ଅପମୃତ୍ୟୁ ମାମଲା ରୁଜୁ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଗଣେଶ ପୂଜା ଭସାଣୀ
Read More...

ଠିକା କାମ କରିଥିବା ଟଙ୍କା ନଦେବାରୁ ଭାଟିପଡା ଦର୍ଲୋ ଯିବା ରାସ୍ତା ଅବରୋଧ କଲେ ଠିକାଦାର ବୁଲ୍‌ବୁଲ୍‌ ମେହେର : ଟଙ୍କା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମେଘା ଗ୍ୟାସ କମ୍ପାନୀରେ ଠିକା କାମ କରି ୬୬ ଲକ୍ଷ ଟଙ୍କା ବାକି ରଖିଥିବା ତଥା ମାଗି ମାଗି ହଇରାଣ ହେଲା ପରେ ବି ବକେୟା ପାଉଣା ନଦେବାରୁ ଠିକାଦାର ବୁଲ୍‌ବୁଲ୍‌ ମେହେର ଓ ତାଙ୍କ ଶ୍ରମିକ ମାନେ ଭଟିପଡା ଦର୍ଲୋ ରାସ୍ତା ଅବରୋଧ କରି ବସିଛନ୍ତି । ଠିକା
Read More...

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ବିଦ୍ୟାର୍ଥୀଙ୍କୁ ଫାୟାର୍ ମକଡ୍ରିଲ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିସରରେ ଛତ୍ରପୁର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କରାଯାଇ ଅଗ୍ନି ନିର୍ବାପକ ଯନ୍ତ୍ରର ସଦ୍‌ବ୍ୟବହାର, ନିଆଁକୁ କିପରି ଆୟତ୍ତ କରିବା ସଂପର୍କରେ ବିଦ୍ୟାର୍ଥୀମାନଙ୍କୁ ସଚେତନତା
Read More...

ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଖେଳ ଶିକ୍ଷକ ଠାକୁର ଚରଣ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ
Read More...