Monthly Archives

September 2024

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ନର୍ଲା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର
Read More...

ସଇଁତଲାରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା ସିଡିପିଓ ଗୋଲାପୀ ନାଏକଙ୍କ ତତ୍ତ୍ୱାବଧାନ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି
Read More...

ଖଦ୍ୟୋତ ଅନୁଷ୍ଠାନର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଖଦ୍ୟୋତ ଅନୁଷ୍ଠାନର ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କବି ଡଃ. ପ୍ରହଲ୍ଲାଦ ଶତପଥି ମୁଖ୍ୟ ଅତିଥି, ମଣ୍ଟେଶ୍ୱରୀ ସ୍କୁଲର
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ
Read More...

ବଲାଙ୍ଗିର ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଉଟସୋର୍ସିଂ କର୍ମଚାରୀଙ୍କ ମୌଳିକ ସମସ୍ୟା ଦୂର କରିବାରେ ସରକାର ଦୃଷ୍ଟି ଦେଉନଥିବାରୁ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
Read More...

ସେଲେଡିରେ ନୂଆଁଖାଇ ଭେଟ୍‌ଘାଟ୍‌

ବିନିକା, (କେପିଏନ୍‌ଏସ୍) : ରୁମକୁଝୁମାନା ଏବଂ ଅଁଗରା ସାହିତ୍ୟ କୁଟୁମ୍‌ର ମିଳିତ ଆନୁକୂଲ୍ୟରେ ସେଲେଡି ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ରୁମକୁଝୁମାନାର ମୁଖ୍ୟ କବି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀଙ୍କ ଆବାହକତ୍ୱରେ ଅଂଗରା ସମ୍ପାଦିକା ଗୀତାଞ୍ଜଳି
Read More...

ଅଘରିଆ ସମାଜ ନୂଆଁଖାଇ ଭେଟ ଦେଲା ଏକତାର ପରିଚୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ ଆନୁକୂଲ୍ୟରେ ପଞ୍ଚମ ବର୍ଷ ନୂଆଁଖାଇ ଭେଟ ୨୦୨୪ ମହାଡମ୍ବର ଭାବେ ପାଳନ ହୋଇଯାଇଛି । ଅନ୍ୟୁନ ୧୫ ହଜାରରୁ ଅଧିକ ସମାଜ ଭାଇଙ୍କ ଉପସ୍ଥିତିରେ ସଭାପତି ଶୁଭ୍ରାଂଶୁ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଵତନ୍ତ୍ର ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମାତା, ପିତା, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ
Read More...

ଚାଷ କାର୍ଯ୍ୟ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟକ୍ରମ ସରପଞ୍ଚଙ୍କ ଦ୍ଵାରା ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାଶକ୍ତି ଫାଉଣ୍ଡେସନ୍‌ ଏବଂ ଏଲ୍‌ଟିଆଇ ମାଇଣ୍ଡ ଟ୍ରି ମିଳିତ ଆନୁକୂଲ୍ୟରେ ବରତୁଣ୍ଡା ପଞ୍ଚାୟତର କଲୋନୀ ଗ୍ରାମରେ ଏକ କୃଷି ଉପଯୋଗୀ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ କାର୍ଯ୍ୟରତ ସରପଞ୍ଚ ରିତା ସୁନାଙ୍କ ଦ୍ଵାରା ଶୁଭାରମ୍ଭ
Read More...

ଭାରତୀୟ ସିନେମାକୁ ଶିଖରରେ ପହଞ୍ଚାଇବା ପାଇଁ ମିଥୁନ ଦାଙ୍କର ଆଶା, ଦୃଢ଼ତା ଏବଂ ସ୍ୱପ୍ନର ଏକ ଉତ୍ସବ

୨୦୨୨ର ଦାଦାସାହେବ ଫାଲକେ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯିବମିଥୁନ ଦାଙ୍କର ଚଳଚ୍ଚିତ୍ର ଯାତ୍ରା ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ; ତାଙ୍କର ସମର୍ପଣ ଏବଂ ପରିଶ୍ରମ ପ୍ରତିଭାଶାଳୀ ଅଭିନେତା ଓ କଳାକାରମାନଙ୍କ ପାଇଁ ଆଦର୍ଶ :
Read More...