Monthly Archives

September 2024

ସୁନାବେଡା ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

କୋରାପୁଟ, (ସୁନାମ ହନ୍ତାଳ) : ସୁନାବେଡା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଶନିବାର ସକାଳ ୧୦ଟା ସମୟରେ ପୌର ଅଧ୍ୟକ୍ଷ, ଡଃ. ରାଜେନ୍ଦ୍ର କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ । ଉପାଧ୍ୟକ୍ଷା ରିତୁ କଣ୍ଟା, ପୌର ନିର୍ବାହୀ ଅଧିକାରୀ ନାରାୟଣ ନାୟକ, ସମସ୍ତ
Read More...

ଆସନ୍ତା ୪ ତାରିଖରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ଵର : ଆସନ୍ତା ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ସମୁଦ୍ରରେ ୪ ଦିନ ରହି ବଳ ଜୁଟାଇବା ପରେ ଅବପାତରେ ପରିଣତ ହେବ । ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।
Read More...

“ଅତୀତ ଇଉରୋପ ନାଁରେ, ବର୍ତ୍ତମାନ ଆମେରିକା ନାଁରେ କିନ୍ତୁ ଭବିଷ୍ୟତ ଭାରତ ନାଁରେ ସଂରକ୍ଷିତ ହୋଇସାରିଛି”

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷରା, ବଲାଙ୍ଗିର ଆନୁକୂଲ୍ୟରେ ଅଗ୍ରସେନ ଭବନ ସଭାଗୃହରେ ୩୧ ଅଗଷ୍ଟ ଅପରାହ୍ନ ୫ଘଟିକାରେ ଭାରତର ଉନ୍ନତି ପାଇଁ ରାଷ୍ଟ୍ରପ୍ରେମ ଓ କୃତ୍ୟନିଷ୍ଠା ଆବଶ୍ୟକ ଶୀର୍ଷକ ଆଲୋଚନାଚକ୍ର ସଭାପତି ଅଖିଳ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବିଜ୍ଞାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦୁଲକିବନ୍ଧ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରେଖା ସମାସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଜ୍ଞାନ ଶିକ୍ଷକ ସୁଶୀଲ କୁମାର
Read More...

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ : ପୁଅ ମୃତ, ମା’ବାପା ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଇବାଲି ଗାଁ ତୋଟାସାହିରେ ଘଡିଛି ଅଭାବନୀୟ ଘଟଣା । ଘରେ ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ । ଯେଉଁଥିରେ ଜଣେ ଅଢେଇ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ବାପା ଏବଂ ମା' ଗୁରୁତର । ଖବର ଅନୁଯାୟୀ, ଶନିବାର ରାତି ତମାମ ଅତିପ୍ରବଳ ବର୍ଷା
Read More...

ଟିଟିଲାଗଡ ପୌରପରିଷଦ ପକ୍ଷରୁ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଅଗଷ୍ଟ ମାସର ୩୧ ତାରିଖକୁ ସ୍ୱାୟତ୍ତ ଶାସନ ଦିବସ ରୂପେ ପାଳନ କରାଯାଇଥାଏ । ଶନିବାର ଦିନ ସଂଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ପୌର ଅଧ୍ୟକ୍ଷା ଶ୍ରୀମତି ମମତା ଦେବି ଜୈନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୩ଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବନ୍ଦେ ଭାରତ ଟ୍ରେନ୍‌ର ଆଧୁନିକୀକରଣ ଓ ସମ୍ପ୍ରସାରଣ ସହିତ ଦେଶ ବିକଶିକ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛିବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡ଼ିକର ଦ୍ରୁତ ବିକାଶ ଜରୁରୀଆଧୁନିକ ଟ୍ରେନ୍, ଏକ୍ସପ୍ରେସ୍ ୱେର୍‌ ନେଟ୍‌ୱର୍କ ଏବଂ ବିମାନ ସେବାର ସମ୍ପ୍ରସାରଣ ସହିତ
Read More...

ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କଲେ ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର : ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୩୧୪ ବ୍ଲକରେ କରାଯିବ ଲେବର ପଞ୍ଜୀକରଣ । ପ୍ରତି ପଞ୍ଚାୟତକୁ ଯିବେ ଶ୍ରମ ଅଧିକାରୀ । ରାଜ୍ୟରେ ୪୨ ଲକ୍ଷରୁ ଅଧିକ ପଞ୍ଜୀକୃତ ଶ୍ରମିକ ରହିଛନ୍ତି । ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ
Read More...

ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ

ମିଶନ ପୋଷଣ ୨.୦ ସାରା ଦେଶରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କ ପୁଷ୍ଟିହୀନତା ବିରୋଧରେ ଲଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ : କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀରକ୍ତହୀନତା, ଅଭିବୃଦ୍ଧି ନିରୀକ୍ଷଣ, ପରିପୂରକ ଖାଦ୍ୟ, ପୋଷଣ ବି ପଢ଼ାଇ ଭି,
Read More...

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମହାନଗର ନିଗମ ଗ୍ରନ୍ଥାଳୟ ସହ ୨ଟି ଶୀତଳ ଭଣ୍ଡାର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ଏମ୍‌ସି ତରଫରୁ ବିବିଧ କାର୍ଯ୍ୟକ୍ରମର
Read More...