Monthly Archives

September 2024

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବାଲେଶ୍ଵର : ଅଜଣା ଗାଡି ଧକ୍କାରେ ଯୁବକ ମୃତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତ ଜଣକ କିଶୋର ରାଉତ ବୋଲି ଜଣାପଡିଛି । । ସୂଚନାନୁଯାୟୀ, କିଶୋର ରବିବାର ମଧ୍ୟରାତ୍ରୀରେ ଘରକୁ ଫେରୁଥିବା ବେଳେ ସେରଗଡ଼-ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥରେ ଏକ
Read More...

ଦଳେଇଗୁଡା ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ପାକଝୋଲା ପଞ୍ଚାୟତ ଦଳେଇଗୁଡ଼ା ନିକଟସ୍ଥ ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଯୁବକ ଜଣକ ପ୍ରଫୁଲ୍ଲ ହନ୍ତାଳ ପରଜା ମୁଠାଇ ଗ୍ରାମ ପଂଚାୟତ ଲେକିଡ଼ିଗୁଡା ଗ୍ରାମର ବୋଲି ଜଣାଯାଇଛି । ଯୁବକ ଜଣକ
Read More...

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନଗଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଦାବିରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ଶାନ୍ତି ଦିବସରେ ଦେଶର ସମସ୍ତ ବାମପନ୍ଥୀ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ପକ୍ଷରୁ ଏହି ଦିବସକୁ ଆକ୍ସନ ଡେ. ଭାବରେ ଦେଶ ତମାମ ଶୋଭାଯାତ୍ରା, ବିକ୍ଷୋଭ ଓ ପଟୁଆର ମାଧ୍ୟମରେ ପାଳନ କରିବାକୁ ଡାକରା ଦିଆଯାଇଥିବା ବେଳେ ରାଉରକେଲା ସେକ୍ଟର ୨ ବିଜୁ
Read More...

ଗଙ୍ଗାଧର ସାହିତ୍ୟରେ ଧାର୍ମିକ ଭାବନାର ଛାପ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରକୃତିର କାବ୍ୟ ରୂପକୁ ଯେପରି କଳାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି, ଆଧ୍ୟାତ୍ମିକ ରୂପକୁ ତତ୍ତୋଧିକ ଭାବେ ବର୍ଣ୍ଣନା କରିଛନ୍ତି । କବିତା ଈଶ୍ୱର ଦ୍ରୋହ, ମୃଗୟା, ଉତ୍କଳ ଲକ୍ଷ୍ମୀ, ବିବେକ ଚୂଡାମଣି, ଅହଲ୍ୟା ସ୍ତବ, ଦସ୍ୟୁ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ମଣିଷ ମନର ଆଶା ଓ ବିଶ୍ୱାସ ରାଉରକେଲା ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାରର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ
Read More...

ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର

ରାୟଗଡ଼ା : ମ୍ୟାଜିକ୍ ଦେଖାଇବାକୁ କହି କାଟିଦେଲା ଗଳା । ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନାକ୍ରମେ,
Read More...

ଗୁଜୁରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଗଠନ

ଏନ୍‌ଆଇଡିଏମ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆଇଏମ୍‌ସିଟି ଖୁବ୍‌ଶୀଘ୍ର ଗୁଜରାଟର ବନ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ଯୋଗାଇଦେବାକୁ ସମ୍ପୂର୍ଣ୍ଣ
Read More...

୬୮୭ କେଜି ଗଞ୍ଜେଇ ଜବତ : ୨ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁରରୁ ୬୮୭ କେଜି ଗଞ୍ଜେଇ ଜବତ । ଏଥି ସହ ଦୁଇଟି ମୋବାଇଲ୍‌ ସହ ନଗଦ ୭୫୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଘଟଣାରେ ଦୁଇ ଜଣ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଜୁସାୟା ରଇତ ଏବଂ ଅନ୍ୟ ଜଣେ ମୁକେଶ ମଣ୍ଡଳ । ଦୁହେଁ ଗଜପତି ଜିଲ୍ଲା ଓଡ଼ବା ଗ୍ରାମର ବୋଲି ଜଣାପଡିଛି
Read More...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗଦାଗଦା ସୁନା ଓ ଟଙ୍କା

ରାୟଗଡ଼ା, (ଅକ୍ଷୟ ପିଡିସିକା) : ଭିଜିଲାନ୍ସ ବିଭାଗକୁ ମିଳିଛି ବଡ ସଫଳତା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି । ସେ ରାୟଗଡ଼ାର ଡ଼ିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ
Read More...

ଭାଙ୍ଗମୁଣ୍ଡା ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଦୁର୍ଗପୂଜା ପାଇଁ ଗାଇସିଲେଟ ବଜାରପଡା ପରିସରରେ ରାବଣ ବରଣ କରାଯାଇଛି । ଗାଇସିଲେଟ ଗ୍ରାମର ଇସମାଇଲ ମହମ୍ମଦଙ୍କୁ ଏଥର ରାବଣ ଦରବାର ପାଇଁ ରାବଣ
Read More...