Daily Archives

ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ : ଛାତ୍ରୀ ଗୁରୁତର

ଆନନ୍ଦପୁର : ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ । ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁ ରାସ୍ତାରେ ଏଭଳି ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଜଣକ ହେଲେ ଆନନ୍ଦପୁର ସରକାରୀ ବାଳିକା ବିଦ୍ୟାଳୟର ୮ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଲିଜାରାଣୀ ସାହୁ । ସୂଚନା ଅନୁସାରେ, ଲିଜାରାଣୀ ସ୍କୁଲ
Read More...

ନିମ୍ନମାନରେ ନିର୍ମିତ କେନାଲ ମରାମତିକୁ ନେଇ ଚାଷୀଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି 'ଚାଷକାମ ଯାହାର କେତେ ସୁଖ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର'ଏହି କାଥାର ମହତ୍ତ୍ଵକୁ ହୃଦୟଙ୍ଗମ କରି ବିଗତ ନବୀନ ପଟ୍ଟନାୟକ ସରକାର ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ନିକଟରେ ପ୍ରଭାହିତ ହୋଇଥିବା ଘେଁସାଲି ନଦୀରେ କ୍ଷୁଦ୍ର
Read More...

ମାନ୍ଦଲା କ୍ଲଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଣ୍ଡେଶ୍ୱର ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ଜନ ଆରୋଗ୍ୟ ସମିତି ଶାସ୍ତ୍ରୀ ନଗରର ବାର୍ଷିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର) ପରିସର ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ବାର୍ଷିକ ବୈଠକ ବଲାଙ୍ଗିର ସହର ଅନ୍ତର୍ଗତ ପ୍ରତ୍ୟେକ ସରକାରୀ, ବେସରକାରୀ ବିଭାଗ ଯଥା, ପୂର୍ତ୍ତ ବିଭାଗ,
Read More...

ଅବ୍ୟବସ୍ଥା ଘେରରେ ବଉଳଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତର ବଉଳଗାଁ ଗ୍ରାମରେ ୧୯୫୦ ମସିହାରେ ସ୍ଥାପିତ ସରକାରୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ଶିକ୍ଷାଦାନ ଓ ପାଠପଢ଼ା ଅଚଳ ହୋଇଯାଇଛି । ରାଜ୍ୟ
Read More...

ବିଶ୍ୱ ପର୍ଯ୍ୟଟନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ପାଳନ କରାଯାଉଥିବା 'ବିଶ୍ୱ ପର୍ଯ୍ୟଟନ ଦିବସ' ସାଂସ୍କୃତିକ ବୁଝାମଣା ଏବଂ ନିରନ୍ତର ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ପର୍ଯ୍ୟଟନର ମହତ୍ତ୍ୱକୁ ଆଲୋକିତ କରିଥାଏ । ବିଶ୍ଵ ପର୍ଯ୍ୟଟନ ଦିବସ ହେଉଛି ୧୯୭୦ରେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର…

ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚ୍‌ପିସି) ପ୍ରଣାଳୀର ଉଦ୍‌ଘାଟନ‘‘ପରମ ରୁଦ୍ର ସୁପର କମ୍ପ୍ୟୁଟର ଏବଂ ଏଚ୍‌ପିସି ପ୍ରଣାଳୀ ସହିତ ଭାରତ କମ୍ପ୍ୟୁଟିଂରେ ଆତ୍ମନିର୍ଭରଶୀଳତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ଉଦ୍ଭାବନ ଦିଗରେ
Read More...

ଗୁଦେରପାଲି କଲେଜରେ ରେଡ୍‌କ୍ରସ୍‌ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରେଡ୍‌କ୍ରସ୍‌ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପରିଚାଳନା କମିଟିର ସଂପାଦକ ଚାଷୀନେତା କିଶୋର
Read More...

ପୋଲସରା ନିକଟ ସୋଡ଼କ ଗ୍ରାମରେ ଫୁଲଢିମ୍ବିରି ପାହାଡ଼ରେ ମାଫିଆରାଜ୍‌ଙ୍କ ବେଆଇନ୍ ପଥର ବ୍ଲାଷ୍ଟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲସରା ତହସିଲ ଅଧୀନସ୍ଥ ସୋଡ଼କ ଗ୍ରାମ ନିକଟରେ ଥିବା ସର୍ବପୁରାତନ ଫୁଲଢିମ୍ବିରି ପାହାଡ଼ରେ ମାଫିଆମାନେ ରାଜ୍‌ ଚାଲିଆସିଛନ୍ତି, ସେମାନେ ବେଆଇନ୍ କେଉଁ ମାନ୍ଧାତା ଅମଳରୁ ପଥର ବ୍ଲାଷ୍ଟ କରି ପଥର ବାହାରକୁ ଚାଲାଣ କରି ମାଫିଆମାନେ କୋଟିପତି
Read More...

ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ଆବଶ୍ୟକ ଫଳ ବୃକ୍ଷ ଲଗାଯାଉ : ସୋରଡ଼ା ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ କମିଟି ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ସଭା ଗୃହ ପରିସରରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଗହଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ
Read More...