Daily Archives

ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାପଘର ଲୋକଙ୍କ ହତ୍ୟା ଅଭିଯୋଗପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି ।
Read More...

ଗୋଇମୁଣ୍ଡରେ ପଞ୍ଚାୟତସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା କ୍ଲଷ୍ଟର ଅନ୍ତର୍ଗତ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ପ୍ରମୋଦ କୁମାର କର୍ମୀଙ୍କ ଆବାହକତ୍ୱରେ ଅନୁଷ୍ଠିତ
Read More...

କୋଶଳ କଳାମଣ୍ଡଳ ଉନ୍ନତିକରଣ ଏବଂ ମହାରାଜ ରାଜେନ୍ଦ୍ର ନାରାୟଣଙ୍କ ପ୍ରତିମୁର୍ତ୍ତି ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ଏବଂ ଐତିହ୍ୟ ସୁରକ୍ଷା କମିଟି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କୋଶଲ କଳାମଣ୍ଡଳ ବଲାଙ୍ଗିର ଦେଶ ସ୍ୱାଧିନ ହେବା ପୂର୍ବରୁ
Read More...

ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉପକୂଳ ସଫେଇ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ତଟରକ୍ଷୀ ବାହିନୀ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ - ୨୦୨୪ ପାଳିତ ହୋଇଯାଇଛି । ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ହେଉଛି ବିଶ୍ୱର ସବୁଠାରୁ ବଡ଼ ପ୍ରୟାସ, ଯେଉଁଥିରେ ସମଗ୍ର ବିଶ୍ୱର ୧୨ ନିୟୁତରୁ ଅଧିକ ଲୋକ ଏକାଠି ହୋଇ ଏକ
Read More...

ଜାତୀୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ର ପାଇଁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗୌନ୍ତିଆ ବୁଢା ବିଦ୍ୟାପୀଠ, ପଥର୍ଲା ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସର୍ବ ଭାରତୀୟ ସ୍ତରର ଇନ୍ସପାୟାରମାନକ ଦ୍ୱାରା ଆୟୋଜିତ ଏନ୍‌ଏଲ୍‌ଇପିସି ୨୦୨୪କୁ ଭାଗ ନେବା ପାଇଁ ଦିଲ୍ଲୀ ଯାଇଥିବା ଛାତ୍ର
Read More...

ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଚାଲିଥିବା ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନ କାର୍ଯ୍ୟ ସମୀକ୍ଷା…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଆଜି ଓଡ଼ିଶା ଗସ୍ତରେ ଆସି ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୪ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଏହି ଗସ୍ତ କାଳରେ ସେ ପରିମଳ, ସ୍ୱଚ୍ଛତା, ଓଡିଏଫ ପ୍ଲସ୍ ମଡେଲ ଘୋଷଣା ଏବଂ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା
Read More...

ପୁରୁଣା ପେନ୍‌ସନ୍‌ ଲାଗୁ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଏନ୍‌ପିଏସ୍‌ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନୂତନ ପେନସନ ଉଚ୍ଛେଦ ଓ ପୁରୁଣା ପେନ୍‌ସନ୍‌ ଲାଗୁ ଦାବିରେ ଆଜି ଏନ୍‌ପିଏସ୍‌ କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇ ଭବାନୀପାଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର
Read More...

ବର୍ଷା ସତ୍ୱେ ଶେଷ ହେଲା ଲମ୍ବରଜୁନା ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚାରପାଲି କ୍ଲଷ୍ଟରର ସଂଯୋଜକ ସୁଦାମ ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲମ୍ବରଜୁନା ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ସରପଞ୍ଚ ଶ୍ରୀମତୀ କ୍ଷୀରାଦ୍ରି ପ୍ରଧାନ, ସମ୍ମାନିତ
Read More...

ଟିଟିଲାଗଡ଼ ଧବଳେଶ୍ଵର ସ୍କୁଲରେ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଚକ୍ଷୁ ପରୀକ୍ଷଣ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ୱବ ତରଫରୁ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଧବଳେଶ୍ଵର ସ୍କୁଲ ଠାରେ ଏକ ଦିବସୀୟ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମିଲନୀ ବେହେରା, ଲାୟନ୍ସ
Read More...

ବେହେରାମାଲ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟରର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ବେହେରାମାଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ
Read More...