Daily Archives

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧୀଷ୍ଠିର ମିଶ୍ର ଆଇନ୍‌ ମହାବିଦ୍ୟାଳୟ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଦ୍ୱିତୀୟ ଓ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ଶେଷ ବର୍ଷର ଛାତ୍ରୀ ତନୱି ଭାରତୀ ସାହୁ
Read More...

ଏକ ସୀମାନ୍ତ ଗାଁ ତ୍ରିଖୁଟିପଡା : ସଂକଳ୍ପ ଅଛି, ବିକାଶ ନାହିଁ

ଜୟପାଟଣା, (ଶେଷଦେବ ବେହେରା) : ଅନେକ ସମୟରେ ବାସ୍ତବତା ମଧ୍ୟ କାହାଣୀ ଭଳି ଲାଗେ । ସହରମାନଙ୍କର ବିଳାସମୟ ଜୀବନ ଓ ବିକାଶ ଧାରାକୁ ଦେଖିବା ପରେ, ଗ୍ରାମାଞ୍ଚଳରେ ରହୁଥିବା ମଣିଷମାନଙ୍କ ମଧ୍ୟରେ ଆପଣା ଛାଏଁ ଅକୁହା ଏକ ହୀନ ମାନ୍ୟତା ଚାଲିଆସେ । ନିଜର ଭିଟାମାଟିରେ ପରିବାର ଲୋକଙ୍କ ସାଙ୍ଗରେ
Read More...

ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ଏକ ଆହ୍ୱାନ : ପ୍ରଫେସର ଦୟାନନ୍ଦ ସଂସନ୍ୱାଲ୍

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଜାତୀୟ ସଂପାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପ୍ରାୟୋଜିତ 'ଶିକ୍ଷାରେ କୃତ୍ରିମ
Read More...

ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍‌ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ…

ଆଚାର୍ଯ୍ୟ ଚାଣକ୍ୟ କୌଶଲ୍ୟ ବିକାଶ ଯୋଜନା ଓ ପୁଣ୍ୟଶ୍ଳୋକ ଅହଲ୍ୟାବାଇ ହୋଲକର ମହିଳା ଷ୍ଟାର୍ଟ-ଅପ୍ ଯୋଜନାର ଶୁଭାରମ୍ଭଅମରାବତୀରେ ପିଏମ୍‌ ମିତ୍ର ପାର୍କର ଶିଳାନ୍ୟାସପିଏମ୍‌ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଓ ଋଣ ପ୍ରଦାନପିଏମ୍‌ ବିଶ୍ୱକର୍ମାର ଏକ ବର୍ଷ ପୂର୍ତ୍ତି ଅବସରରେ
Read More...

ବଲାଙ୍ଗିରରେ ପ୍ରଥମ ଥର ପାଇଁ ଉଦ୍‌ଘାଟନ ହେଲା ଓଡ଼ିଶର ଇଲେକ୍ଟ୍ରି ବାଇକ୍ ଓ ସ୍କୁଟି ସୋରୁମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସହରର ଗାନ୍ଧୀନଗରପଡ଼ାର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଓଡ଼ିଶୀର ଇଲେକ୍ଟ୍ରି ବାଇକ୍ ଓ ସ୍କୁଟି ସୋରୁମ୍ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ
Read More...

ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠିଯୋଗାଣ ସମେତ ଆର୍ଥିକ ଅପରାଧ ମୁକାବିଲା କ୍ଷେତ୍ରରେ ଭାରତର ପ୍ରୟାସକୁ…

ଏଫ୍‌ଏଟିଏଫ୍‌ ଦ୍ୱାରା ସର୍ବୋଚ୍ଚ ମାନ୍ୟତା ରୂପେ ଭାରତକୁ ‘ନିୟମିତ ଅନୁସରଣ’ ଶ୍ରେଣୀରେ କରାଗଲା ସ୍ଥାନିତ ନୂଆଦିଲ୍ଲୀ, (ପିଆଇବି) : ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ସମେତ ବିଭିନ୍ନ ବେଆଇନ ଆର୍ଥିକ ଗତିବିଧି ମୁକାବିଲା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାରେ ଭାରତର
Read More...

କେସିଙ୍ଗା ପୋଲିସ୍‌ର ସଫଳତା : ୩. ୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସକାଳେ କେସିଙ୍ଗା ଆଦର୍ଶ ଥାନା ଏଏସ୍‌ଆଇ ଡି. ମୋହନ ଅମାଠରୁ ଏମ୍‌. ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବନ୍ଧପଡା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ । ସେହି ସମୟରେ ଏମ୍‌. ରାମପୁର ପଟୁ ଆସୁଥିବା ଓଡି ୦୩ଏଏ୫୫୮୫ ନମ୍ବର୍ ବିଶିଷ୍ଟ
Read More...

ପଦ୍ମପୁର ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଭାଗବତ ଜନ୍ମୋତ୍ସୋବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଭାଦ୍ରବ ପୂର୍ଣ୍ଣିମା ତିଥିରେ ଓଡ଼ିଆ ମତ ଅନୁଯାଇ ଭାଗବତ ଜନ୍ମ ଉପଲକ୍ଷେ ଭାଗବତ ପଠନ ଏବଂ ପୂଜାର୍ଚ୍ଚନା କରାଯାଇଛି । ସେହି ଉପଲକ୍ଷେ ପଦ୍ମପୁର ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରଭୁଙ୍କର ମନ୍ଦିରରେ ଭାଗବତ ଜନ୍ମ ଉପଲକ୍ଷେ ପ୍ରଭୁଙ୍କର
Read More...

ଶାରଳା ଶକ୍ତିପୀଠରେ ଶୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଶୋଡ଼ଷ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ
Read More...

୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଛତ୍ରପୁରରେ ଆୟୋଜିତ ହେଉଛି “ବିକାଶ ମେଳା”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସୂଚନା-ଶିକ୍ଷା- ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଏକ ଜନସଚେତନତା ସୃଷ୍ଟି ସାମାବେଶ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୪ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...