Daily Archives

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଦ୍ରବ ମାସ ଇନ୍ଦୁ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଦିନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଏବଂ ମନ୍ଦିର ପୂଜକ ମାନଙ୍କ ମିଳିତ ତତ୍ତ୍ୱାବଧାନରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜାର୍ଚ୍ଚନା ପୂର୍ବକ ଅତିବଡ଼ି
Read More...

ମାଗୁରବେଡ଼ା ଗାଁରେ ପ୍ରଶାସନ : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି, ଗାଁରେ ପ୍ରଶାସନ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମାଗୁରବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ
Read More...

ନୃସିଂହନାଥ ପୀଠରେ ଅନନ୍ତ ବ୍ରତ ଓ ଭାଗବତ ଜନ୍ମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଥିବା ଭାଗବତତତ୍ୱ ଯୋଗାଶ୍ରମର ତତ୍ୱବଧାରକ ଧର୍ମଚାନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଅନନ୍ତ ବ୍ରତ ଓ ଭାଗବତ ଜନ୍ମ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ଭାଗବତ ଜନ୍ମ ଉପଲେକ୍ଷ
Read More...

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ୍‌

ପରିସ୍ଥିତି ନିୟନ୍ତ୍ରଣାଧୀନ ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି । ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ
Read More...

୩୦ତମ ଜାତୀୟ ସିନିୟର ଉଷୁ ଓଡିଶା ଦଳରେ ବଲାଙ୍ଗିରରୁ ୨ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୧ ତାରିଖରୁ ଡେହେରାଡୁନ ଠାରେ ହେବାକୁ ଥିବା ୩୦ତମ ସିନିୟର ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ୪୨ ଜଣ ମଧ୍ୟରୁ ବଲାଙ୍ଗିରରୁ ୨ ଜଣ ରିମା ସୁନା ଏବଂ ଆଲୋକ ନାୟକ ମଧ୍ୟ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଠାରେ ୧୦ ଦିନ ସ୍ୱତନ୍ତ୍ର
Read More...

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି । ତାଙ୍କୁ ଭୁବନେଶ୍ଵର ଝାରପଡ଼ା ଜେଲରୁ ବାଲିଗୁଡାକୁ କଡା ସୁରକ୍ଷାରେ ଅଣାଯାଇଛି । ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶି ତ୍ରିପାଠୀଙ୍କ
Read More...

ଛତାମଖନା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆର୍ଥିକ ଓ ସାମାଜିକ ସ୍ୱାକ୍ଷରିକ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତାମଖନା ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆନୁକୁଲ୍ୟରେ ନାବାର୍ଡ ଦ୍ୱାରା ପ୍ରଯୋଜିତ ଆର୍ଥିକ ଓ ସାମାଜିକ ସ୍ୱାକ୍ଷରିକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ
Read More...

ସିନାପାଲିରେ ସୁଭଦ୍ରା ଓ ଆବାସ ଯୋଜନାର ଶୁଭାରମ୍ଭ

ସିନାପାଲି, (କେପିଏନ୍‌ଏସ୍‌) : ଓଡିଶାର ମହିଳା ମାନଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୁଗାନ୍ତକାରି ସୁଭଦ୍ରା ଯୋଜନାର ଶୁଭ ଉଦ୍‌ଘାଟନ ହୋଇଥିବା ବେଳେ ଆବାସ ଯୋଜନାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ
Read More...

ସେମିଲିଗୁଡା ଜୀବନ ଜ୍ୟୋତି ପଡିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

କୋରାପୁଟ, (ସୁନାମ ହନ୍ତାଳ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜନ୍ମ ଦିବସରେ ଓଡ଼ିଶାର ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଓଡିଶାର ପ୍ରତ୍ୟକ ବ୍ଲକରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କ ପାସବୁକ ନମ୍ବରକୁ ସୁଭଦ୍ରା
Read More...

ଭାରସାମ୍ୟ ହରାଇ ଗଛରେ ପିଟିଲା ହେଲା ବାଇକ୍‌ : ୨ ମୃତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଲରମ୍ଭା କୁତୁର୍ଲା ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ହେଲା ବାଇକ୍‌, ୨ ଜଣ ମୃତ । ସୂଚନା ଅନୁଯାୟୀ ସନ୍ଧ୍ୟା ୭ଟା ସମୟରେ ଲରମ୍ଭା ପୋଲିସ ତରଫରୁ ପେଟ୍ରୋଲିଙ୍ଗ କରୁଥିବା ବେଳେ କୁତୁର୍ଲା ଲରମ୍ଭା ରାସ୍ତାରେ ୨ ଜଣ
Read More...