Daily Archives

ସୁବର୍ଣ୍ଣଦୀପର ନୂଆଁଖାଇ ସମ୍ମାନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଇଣ୍ଟରନେଟ୍‌ ଯୁଗରେ ୩୦ ବର୍ଷରୁ ଅଧିକ ସମୟ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକା ବରଗଡ଼ ଜିଲ୍ଲାରୁ ନିୟମିତ ଭାବେ ପ୍ରକାଶ ପାଇବା ସହିତ ଲେଖକ, ଲେଖିକାଙ୍କୁ ନୂଆଁଖାଇ ଲେଖା ପ୍ରକାଶ ପାଇଁ ସୁଯୋଗ ଦେଇ ଅନୁଷ୍ଠିତ ଏକ ଲେଖକ, ଲେଖିକା ସମ୍ମିଳନୀରେ
Read More...

ମାଣ୍ଡୋସିଲ ଜୟ ବୁଢ଼ାରଜା କବାଡି : ବାହାଦୂରପୁରକୁ ହରାଇ ମାଗୁରପାଣି ଚମ୍ପିୟାନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ଜୟ ବୁଢ଼ାରଜା କବାଡି ଫାଇନାଲ୍‌ ମ୍ୟାଚ୍‌ରେ ବାହାଦୂରପୁର (ଛତିଶଗଡ଼)କୁ ହରାଇ ମାଗୁରପାଣି (ନୂଆପଡ଼ା) ଚମ୍ପିୟାନ୍‌ ହୋଇଛି । ଏଥିରେ
Read More...

ରେଳ ପୋଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ନିକଟରେ ଏକ ହେଲ୍‌ମେଟ୍‌ ପଡ଼ିଥିବାର ଦେଖିବାକୁ ଭିଳିଛି । ବ୍ୟକ୍ତିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ୍‌ବ୍ରିଜ୍‌ ନିକଟ ରେଳ
Read More...

ଯୁବକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ : ୨ ଗୁରୁତର, ୭ ଆହତ

ବୌଦ୍ଧ : ସକାଳ ସାଢ଼େ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ଜନ୍ହାପଙ୍କ ବାହାଲପୋଲ ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ । ଗାଡ଼ିଟି ଦୁର୍ଘଟଣାଗସ୍ତ ହେବାରୁ ୭ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,
Read More...

ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ପାଇଁ ବଲାଙ୍ଗିରରେ ଆରମ୍ଭ ହେଲା ପଦଯାତ୍ରା ଓ ସ୍ଵାକ୍ଷର ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ବଲାଙ୍ଗିରରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ
Read More...

ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ଆଲର୍ଟ
Read More...

ଗଣେଶ ଭସାଣୀ ବେଳେ ୨ ଭାଇଙ୍କୁ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗାଁରେ ଅଘଟଣ । ଗଣେଶ ଭସାଣୀ ସମୟରେ ୨ ଭାଇଙ୍କୁ ଆକ୍ରମଣ । ବଡ଼ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର । ସୂଚନା ଅନୁଯାୟୀ, ରବିବାର ରାତିରେ ସୋରଡ଼ା ଥାନା ଅମୃତଲୁ ଗାଁରେ ଗଣେଶ ଭସାଣୀ କରୁଥିଲେ । ହଠାତ୍‌
Read More...