Daily Archives

ସ୍ୱର୍ଣ୍ଣ ପଦକ ପାଇ କଳାହାଣ୍ଡି ମାଟି ପାଇଁ ଗୌରବ ଆଣିଲେ ଲାଲୁ ପ୍ରାସାଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜାତୀୟ ଓପନ୍‌ ଆଥେଲେଟିକ୍‌ ଚମ୍ପିୟାନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତି କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଲାଞ୍ଜିଗଡ଼ ବ୍ଲକର ଲାଲୁ ପ୍ରାସାଦ ଭୋଇ । ବେଙ୍ଗାଲୁର ଠାରେ ଆୟୋଜିତ ୬୩ତମ ଜାତୀୟ ଆଥେଲେଟିକ୍‌ ଚାମ୍ପିୟାନ୍‌ସିପ୍‌ରେ
Read More...

ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସବ କମିଟି ମହିଳା ଆବାହିକା ବିଜୟଲକ୍ଷ୍ମୀ ‘ଆଶା ଇକବାଲ’ ଜାତୀୟ ସମ୍ମାନରେ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ସମ୍ବାଦିକ ସଂଘର ରାଜ୍ୟ ସବ କମିଟି ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ 'ଆଶା ଇକାବାଲ' ଜାତୀୟ ମହିଳା ସମ୍ବାଦିକ ସମ୍ମାନରେ ସମ୍ମାନି ପ୍ରଦାନ କରାଯାଇଥିବା ଜଣାପଡିଛି । ଗତ ୨୭ ତାରିଖରେ ଛତିଶଗଡ ରାଜ୍ୟର ରାୟଗଡ଼ ସେକ୍ଟର-ୱାନ
Read More...

ଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜନ୍ମ ମାସର, ଭାଦ୍ରବ ସତସଂଗ, ଜଟଣୀ ସତସଙ୍ଗ ବିହାର ଆନୁକୂଲ୍ୟରେ, ରମେଶ ଚନ୍ଦ୍ର ସ୍ୱାଇଁ, ଯୋରକଣୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ସହ ପ୍ରତି ଋତ୍ଵିକ ଶରତ ଚନ୍ଦ୍ର ପଣ୍ଡା, ପ୍ରଫେସର ଆଇ.ଆଇ.ଟି
Read More...

ଗୋରୁକୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ମାଳତୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ଗୋରୁ ମୃତ, ୧୦ରୁ ଅଧିକ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମାଳତୀ ବସ୍‌ ନମ୍ବର ଓଆର୍‌-୧୨-ସି- ୨୧୪୨ ଆସିକା ଠାରୁ
Read More...

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ବିଜେଡି ଓ ବିଜେପି ମୁହାଁମୁହିଁ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମରୁଆ ସରପଞ୍ଚଙ୍କ ସ୍ୱାମୀ କୌଣସି କାର୍ଯ୍ୟକୁ ନେଇ ପାଟଣାଗଡ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ଆଲୋଚନା କରୁଥିବା ସମୟରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ସେଠାରେ ହଠାତ୍‌ ପହଞ୍ଚି ମରୁଆ ସରପଞ୍ଚ ବନିତା ପରୁଆଙ୍କ ସ୍ୱାମୀ
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଛି । ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ । ଛାତ୍ରଛାତ୍ରୀ ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ
Read More...

ସମୁଦ୍ର କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ପୁରୀ : ସମୁଦ୍ର କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ମୃତକ ଜଣକ ପଶ୍ଚିମବଙ୍ଗର ସୁମନ୍ତ ସାଧୁକାର ବୋଲି ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ । ସୂଚନା କ୍ରମେ, ସୁମନ୍ତ ସାଧୁକାର ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିଲେ । ଗତ
Read More...

ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର୍‌ ମୃତ, ହେଲ୍‌ପର୍‌ ଗୁରୁତର

ବାରିପଦା : ଘାଟିରେ ପୁଣି ଦୁର୍ଘଟଣା । ଏକ ଲୁହା ପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରେ ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଛି । ଟ୍ରକ୍ ଚାଳକ ଓ ହେଲ୍‌ପର୍‌ ଉଭୟ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ
Read More...

ରାଉରକେଲା ପ୍ରାକ୍ତନ ଏନ୍.ଏ. ସି.ର ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଉରକେଲା ପ୍ରାକ୍ତନ ଏନ୍.ଏ.ସି(ଏସଟି)ର ଅବସରପ୍ରାପ୍ତ ଶିକ୍ଷକ ଜୟହିନ୍ଦ ସାହୁଙ୍କ ୭୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ବାଙ୍ଗାଲୋର ଡାକ୍ତରଖାନାଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ତା.୩୦/୦୮/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନ ୧୧.୩୦ ଘଟିକାରେ
Read More...

ବଲାଙ୍ଗିରରେ ଅନୁସୂଚିତ ଜାତି ଓ ଜନଜାତି କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହସ୍ତ ଶିଳ୍ପ ଅଧିକାରୀ
Read More...