Monthly Archives

August 2024

ମୁରିବହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ଅନୁଷ୍ଠିତ

ବିଭିନ୍ନ ବିଷୟକୁ ନେଇ ସରଗରମ ଆଲୋଚନାସମିତି ସଭ୍ୟଙ୍କ ମଧ୍ୟରେ ତୁତୁମେମେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ବୁଧବାର ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି
Read More...

ଟିଙ୍ଗୋପଖାନ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ସ୍ଥିର : ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭେଟିଲେ ଜିଲ୍ଲାପାଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗପଖାନ ଗ୍ରାମରେ ୨୭ ଜଣ ଝାଡ଼ାବାନ୍ତିରେ ସଂକ୍ରମିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ବହୁଳ ଏହି ଗାଁ ବିକାଶରୁ ବହୁଦୂରରେ ରହିଥିବା ବେଳେ ସଂକ୍ରମଣ ହେତୁ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ
Read More...

ଗଞ୍ଜାମ କଲେଜର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବରେ ଆଲୁମିନ୍ ସଦସ୍ୟ ଭାବେ ମନ୍ତ୍ରୀ ବିଭୂତି ଜେନାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହରର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୋ-କଲେଜ୍ ତଥା ଏହି କଲେଜର ଆଲୁମିନ୍ ଅବା ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ
Read More...

ସପ୍ତମ ହିରୋ ଇଣ୍ଟର୍‌ ନେସ୍‌ନାଲ୍‌ ଚାମ୍ପିଅନ୍‌ସିପ୍‌ରେ ରାଉରକେଲାରୁ ୪ ମନୋନିତ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦ ନେକ୍ସଟ୍ ଜେନ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ଆନନ୍ଦ କୁମାର ସୁନାଙ୍କ ନେତୃତରେ ଏକ ସମ୍ବାଦ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁନା ସାମ୍ବାଦିକ ମାନଙ୍କୁ ସୂଚନା
Read More...

କଣ୍ଟାବାଞ୍ଜିରେ ଡ୍ରେନେଜ୍ ବ୍ୟବସ୍ଥା ଫେଲ୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ପ୍ରବଳ ବର୍ଷା ଯୋଗୁଁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଭିତରେ ଥିବା ଜିଆର୍‌ପି ପୋଷ୍ଟରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଳବାଇ ବିଭାଗର ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍‌ ବ୍ୟବସ୍ଥା କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ
Read More...

ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜସ୍ଵ
Read More...

ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟର ତୃତୀୟ ଅଧିଷ୍ଠାନ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟର ତୃତୀୟ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ରୋଟ୍ରାକ୍ଟ ରିମ୍ ଝିମ୍ ନାୟକ, ଲିପ୍ସା ସିଂ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୬୧ର ଡିଜି
Read More...

ଗୁଡେଭେଲା ବ୍ଲକସ୍ତରୀୟ ପ୍ରାଥମିକ ବିଭାଗର କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁଡଭେଲା ବ୍ଲକସ୍ତରୀୟ ପ୍ରାଥମିକ ବିଭାଗର କୁଇଜ୍ ପ୍ରତିଯୋଗିତା ଆଜି ପୂର୍ବାହ୍ନ ୧୧ଟା ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ବରଗଡରେ ଭାରତୀୟ ହସ୍ତତନ୍ତ ପ୍ରଦ୍ୟୋଗିକ ପ୍ରତିଷ୍ଠାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି । ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ଵସ୍ଥରରେ ଯେତେବେଳେ ଜଳ ବାୟୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ତାପ ମାତ୍ରା ବଢ଼ିବାରେ ଲାଗିଛି ହସ୍ତତନ୍ତର ଆବଶ୍ୟକତା ଧୀରେ ଧୀରେ ବଢ଼ିବାରେ
Read More...

ବଙ୍ଗୋମୁଣ୍ଡାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରକୁ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଚୁଲିଫୁଙ୍କା ଛକ ଠାରେ ଆଜି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଗଣେଶଙ୍କ ଫଟୋ
Read More...