Monthly Archives

August 2024

ପଦ୍ମପୁରରେ ବାଙ୍ଗଲାଦେଶୀ : ରୋହିଜ୍ଞାଙ୍କ ବେଆଇନ ରହଣୀଙ୍କୁ ନେଇ ପ୍ରଶାସନର ଦ୍ଵାରସ୍ଥ ହେଲେ ସଚେତନ ନାଗରିକ ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ବେଆଇନ ଭାବରେ ରହୁଥିବା ସଂନ୍ଦିଗ୍ଧ ବାଙ୍ଗଲାଦେଶୀ ଏବଂ ରୋହିଜ୍ଞା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ,
Read More...

ସେକ୍ଟର-୧୯ ଥାନାରେ ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୧୯ ଥାନା ଆମ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟା ନେଇ ଏକ ସଚେତନତା ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ହାପି ମୋମେଣ୍ଟସ୍‌ର ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆ ଓ ଆଦିବାସୀ ଏବଂ ଲୋକନୃତ୍ୟ ଆର୍ଟ ସେଣ୍ଟର, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଏନ୍ଆଇଟିଟିର ଅଡିଟୋରିୟମ ଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ହାପି ମୋମେଣ୍ଟସ୍‌ର ଅଧ୍ୟକ୍ଷ ରାଜେନ୍ଦ୍ର
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଧାୟକ ପ୍ରତିନିଧିଙ୍କ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ ) : ବିଶ୍ରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟରତ ଶିଶୁ ରୋଗ ବିଭାଗର ଜନୈକ ଡାକ୍ତରଙ୍କ ବିରୁଦ୍ଧରେ ଗତ କିଛି ଦିନ ହେବ ବିଶ୍ରା ତଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜନସାଧାରଣଙ୍କ ଅଭିଯୋଗ ଏବଂ ସରପଞ୍ଚ ସୁରଜ
Read More...

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଠାରେ ବଲାଙ୍ଗିର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରବିବାର ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ପଧାନ ମୁଖ୍ୟ ଅତିଥି ଭାବେ
Read More...

ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ସାମ୍ପୁଲ ନେଲା ପୋଲିସ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ । ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ସାମ୍ପୁଲ ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲ୍‌ସ୍‌ ବିରୋଧରେ ଏମିତି ଅଭିଯୋଗ ଆସିଛି
Read More...

ବଲାଙ୍ଗିରରେ ଜାତୀୟ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

ବଲାଙ୍ଗିର : ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଶ୍ରମ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିସହ ମନ୍ତ୍ରୀ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ
Read More...

ଉତେଇ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କର୍ଲାମୁଣ୍ଡା : ସୋମବାର ସକାଳୁ କର୍ଲାମୁଣ୍ଡା ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ଉତେଇ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଖବର ପାଇ କର୍ଲାମୁଣ୍ଡା ଓ ରିଷିଡା ଫାଣ୍ଡିର ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
Read More...

ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଚାଳକ ମୃତ

କଳାହାଣ୍ଡି : ଧାନ ରୁଆ ପ୍ରସ୍ତୁତି ବେଳେ ଅଘଟଣ । ଚାଷ ଜମିରେ କାଦୁଅ କରିବା ସମୟରେ ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଦବ୍ରୀଗୁଡାରେ ଘଟିଛି । ମୃତ ଡ୍ରାଇଭର ଜଣକ
Read More...

ଧାନ ବିଲକୁ କ୍ଷତିଗ୍ରସ୍ତ କଲେ ୧୮ ଟିକିଆ ହାତୀପଲ

କଟକ : ହାତୀଙ୍କ ଉତ୍ପାତ ବଢି ଚାଲିଛି । ବିଭିନ୍ନ ଅଞ୍ଚଳରେ ଚାଷୀ ଲଗାଇ ଥିବା ଧାନ ବିଲକୁ କ୍ଷତିଗ୍ରସ୍ତ କରୁଛନ୍ତି ୧୮ ଟିକିଆ ହାତୀପଲ । କଟକ ଜିଲ୍ଲା ନରସିଂହପୁରରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗୋପପୁର, ଯନ୍ତାରିଆ, ବଢିଆ ଆଦି ଗାଁରେ ହାତୀପଲ ପଶି ଧାନ ଫସଲ ନଷ୍ଟ କରିଥିବା
Read More...