Monthly Archives

August 2024

ରାଜ୍ୟରୁ କେବେ ସରିବ ଦାଦନ ଦୁଃଖ : ପୁଣି ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କାମଧନ୍ଦା କରି ଦୁଇ ପଇସା ଉପାର୍ଜନ ପାଇଁ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରି ଚାଲିଥିବା ବେଳେ ପରିବାର ପ୍ରତିପୋଷଣର ବୋଝ ନେଇ ଦାଦନ ଖଟି ଯାଇଥିବା ଗରିବ ମଣିଷ ସେଇ ନିଜ ପରିବାର ଉପରେ ସାରା ଜୀବନ ବୋଝ ହୋଇ ପଡିରହୁଛି । କେତେବେଳେ
Read More...

ହର ଘର ତ୍ରିରଙ୍ଗା ଅନ୍ତର୍ଗତ ଦିଲ୍ଲୀରେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଅନୁଷ୍ଠାନମାନଙ୍କ ଦ୍ୱାରା ଆୟୋଜିତ…

ଲଳିତ କଳା ଏକାଡେମୀ, ସାହିତ୍ୟ ଏକାଡେମୀ ଏବଂ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମତ୍ରିରଙ୍ଗା ଯାତ୍ରାରେ ୨୫୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ, ଯୁବକ, କଳାକାର, ସୃଜନଶୀଳ ବୃତ୍ତିଜୀବୀ, ଯୁବ ବ୍ଲଗର ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ନୂଆଦିଲ୍ଲୀ, (ପିଆଇବି) : ଭାରତର ୭୮ତମ
Read More...

ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା : ମା’ପୁଅ ମୃତ

ରାଉରକେଲା : ଶୋଇଥିବା ବେଳେ ଘର ଭାଙ୍ଗି ୨ ଜଣଙ୍କ ଜୀବନ ନେଲା ହାତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ । ସୂଚନା ଅନୁଯାୟୀ, ବାଲିଝୁଡ଼ି ଗାଁରେ ମା' ନିଜର ୪ ସନ୍ତାନଙ୍କ ସହ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘର
Read More...

ଆଦର୍ଶ ଶିକ୍ଷକଙ୍କ ସ୍ମୃତିରେ ସ୍ମୃତି ସଭା ଓ ବୃକ୍ଷରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷ ମରିଗଲା ପରେ ବି ତାଙ୍କର କୃତି ଓ କୀର୍ତ୍ତି ପାଇଁ ସବୁବେଳେ ଜନମାନସରେ ବଞ୍ଚିଥାନ୍ତି । ସେହିପରି ଜଣେ ମହତ୍ ମଣିଷ ଓ ଆଦର୍ଶ ଗୁରୁ ହେଉଛନ୍ତି ଘନିପୁର ଗ୍ରାମ ପଞ୍ଚାୟତ ଅଧୀନ ଗଡ଼ ବେଗୁନିଆପଡା ଗ୍ରାମର ରବୀନ୍ଦ୍ର ନାଥ ରାଉତରାୟ । ତାଙ୍କର ପ୍ରଥମ
Read More...

ବ୍ଲକ ସ୍କୁଲ ସ୍ପୋର୍ଟସ୍‌ ଆସୋସିଏସନ୍‌ର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ବ୍ଲକ ସ୍କୁଲ ଆସୋସିଏସନ୍‌ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ
Read More...

ବିଲେଇସର୍ଡାରେ ଡାକ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଡାକ ଘର ପରିସରରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଉପଖଣ୍ଡ ଡାକ ଅଧିକ୍ଷକ ଦେବପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡାକ ଘର ସବୁ ସମୟରେ ଗ୍ରାହକ
Read More...

ଅଧୁରା କାମ ସମ୍ପୂର୍ଣ୍ଣ କରାଯିବ : ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ଅଧୁରା ହୋଇ ରହିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ବୋଲି ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ
Read More...

ବ୍ଲକ ସମ୍ମୁଖରୁ ବାଇକ୍‌ ଚୋରି : ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବିଗତ କିଛି ଦିନ ଧରି ଭଦ୍ରକ ସହରରେ ଚୋରି ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଚରମ୍ପା ଅଂଚଳରେ ସିରିଜ ଚୋରି ହୋଇଥିବା ବେଳେ ଆଜି ଭଦ୍ରକ ବ୍ଲକ ସମ୍ମୁଖରେ ଏକ ବାଇକ୍‌କୁ ୨ ଚୋର ଅତି ଚତୁରତାର ସହ ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି ବାଇକ୍‌ ମାଲିକ । ସୂଚନା
Read More...

ବିଦ୍ୟା ହିଁ ବିଦ୍ୟାର୍ଥୀର ସର୍ବଶ୍ରେଷ୍ଠ ସମ୍ପଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟା ହିଁ ବିଦ୍ୟାର୍ଥୀମାନଙ୍କ ସର୍ବଶ୍ରେଷ୍ଠ ସମ୍ପଦ ଏବମ୍ ଏହା ସେମାନଙ୍କୁ ବିବେକୀବନ୍ତ ଓ ବିଚାରବନ୍ତ କରି ଗଢି ତୋଳିବାର ପ୍ରମୁଖ ଆୟୁଧ ଏବଂ ତଦନୁଯାୟୀ ଗୁରୁଜୀ, ଗୁରୁମା, ଅଭିଭାବକବୃନ୍ଦ ସେମାନଙ୍କର ସମ୍ମିଳିତ ଦାୟିତ୍ଵ ଓ କର୍ତ୍ତବ୍ୟ ସୂଚାରୁ
Read More...

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ନେତୃତ୍ୱରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ୨ କିଲୋମିଟର ଲମ୍ବ ରାସ୍ତାରେ ଜାତୀୟ ତ୍ରିରଙ୍ଗା ପତାକାକୁ ଧରି
Read More...