Monthly Archives

August 2024

ଆସୁଛି କ୍ଷୁଦ୍ର କୋଶଳୀ ଚଳଚ୍ଚିତ୍ର ‘ଚାଷୀର୍ କରଜ୍’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛନଛଡାର ଅମ୍ବରିଶ ମହାନ୍ତିଙ୍କ ଉଦ୍ୟମ ବଳରେ ଆସନ୍ତା ଅଗଷ୍ଟ ୨୬ ତାରିଖରେ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ର ନେଇ ଆସୁଛନ୍ତି, ଯାହାକି ବାପୁନ୍ ଫ୍ଲିମ୍ ଷ୍ଟୁଡିଓ ୟୁଟ୍ୟୁବ୍‌ ଚେନାଲ୍‌ରେ ରିଲିଜ୍ ହେବ । ସେଇଥିରେ ସେ ନିଜ କାହାଣୀରେ ତଥା ନିଜ
Read More...

‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ

ଭବାନୀପାଟଣାରୁ ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାର ଜୟଯାତ୍ରା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ଼ ଆନୁକୂଲ୍ୟରେ ପରିଚାଳିତ 'ଫାର୍ମ ବି' ବ୍ରାଣ୍ଡର ପଶ୍ଚିମ ଓଡିଶା ବଜାର ପ୍ରବେଶ ସହ
Read More...

କେ.ଭି. କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ

ଅମୃତ ଓ ଆଲୋକର କବି ହେଉଛନ୍ତି ଗଙ୍ଗାଧର ମେହେରଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଗଙ୍ଗାଧର ମେହେର ହେଉଛନ୍ତି ଏ ମାଟିର ଗର୍ବ ଓ ଗୌରବ । ସେ ଅମୃତ ଓ ଆଲୋକର କବି । ଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ । ଏ ମତ ପ୍ରକାଶ ପାଇଛି
Read More...

ଗଜବନ୍ଧ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟ ନରେନ୍ଦ୍ର ପୁରୋହିତ
Read More...

ବିଶ୍ୱ ହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ

ତିଲକ ଅଭିଯାନ ଆସନ୍ତା ୨୫ରେ ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୫ରୁ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ସମ୍ପର୍କରେ ଅମର ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ
Read More...

ବାଟବଣା ହାତୀ ଶାବକକୁ କାବୁ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେଷରେ କାବୁ ହେଲା ବାଟବଣା ହାତୀ ଶାବକ । ଗତକାଲି ଠାରୁ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ସାଲେପାଲି ଗାଁ ରାସ୍ତାର କୃଷ୍ଣମୁହାଣ ସେତୁ ନିକଟରେ ଆତଙ୍କ ସୃଷ୍ଟି କରିଥିଲା ହାତୀ ଶାବକ । ସଇଁତଲା ସମରା ରାସ୍ତା ଦେଇ ଜରାସିଂହା - ସାଲେପାଲି ଗାଁ ନିକଟରେ ପହଂଚିଥିଲା
Read More...

ଜାତୀୟ ମହାକାଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଶିକ୍ଷକ ପ୍ରମୋଦ ନାଥ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ
Read More...

ଭାଷା ଗୋଟିଏ ଜାତିର ପରିଚୟ ଓ ଜ୍ଞାନର ମୁଖ୍ୟ ମାଧ୍ୟମ : ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ଦିନିଆ ଜାତୀୟସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇ ଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ
Read More...

ନୃସିଂହନାଥ ପୀଠରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ୧୬୨ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଦିବସ ପାଳନ କରାଯାଇଛି । ପ୍ରଥମେ ଯୁକ୍ତ ୨ ଛାତ୍ରୀ ଶକ୍ତି ସ୍ୱରୂପା ପଣ୍ଡା ଏବଂ ତାଙ୍କ ସାଥୀବୃନ୍ଦ
Read More...