Daily Archives

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାରମ୍ଭିକ ବର୍ଗ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୋଜନାରେ କଳାହାଣ୍ଡି ଜିଲ୍ଲା ମାର୍ଗଦର୍ଶନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମ୍ପୂର୍ଣ୍ଣ ନୂଆ ସେବକ ମାନଙ୍କର ଏକ ପ୍ରାରମ୍ଭିକ ବର୍ଗ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ୧୦ଟି
Read More...

ପ୍ରୟୋଗ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟରିଅମରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତ୍ରିଦିବସୀୟ ପ୍ରୟୋଗ ଶିବିର ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଡିଓ ପ୍ରଫୁଲ୍ଲ
Read More...

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାରର ସଭାଗୃହରେ ୩ୟ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ଓ ସଭାପତି ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ବଲାଙ୍ଗିର ଭାଗିରଥୀ ଛକରେ ସ୍ୱାମୀ ସ୍ତ୍ରୀଙ୍କୁ ଚାପି ଦେଲା ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭାଗିରଥୀ ଛକରେ ସ୍ୱାମୀ ସ୍ତ୍ରୀ ଦୁହେଁଙ୍କୁ ଚାପି ଦେଇଛି ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଗାଡ଼ି ବୋଲି ବଡ଼ ଖବର ସାମ୍ନାକୁ ଆସିଛି । ସ୍ୱାମୀ ସ୍ତ୍ରୀ ଦୁହେଁ ହେଉଛନ୍ତି ବଲାଙ୍ଗିର ସହରର କଂସାରୀପଡ଼ା ନିବାସୀ ବିଷ୍ଣୁପ୍ରସାଦ ମିଶ୍ର ଓ
Read More...

ବ୍ୟବସାୟୀ ମଖନ୍ ସିଂହଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଛକରେ ଅବସ୍ଥିତ ସର୍ବପୁରାତନ କେସଟ୍ ରେକର୍ଡିଂ ଓ ଡାଉନ୍‌ଲୋଡ଼ିଂ ସେଣ୍ଟର୍ ମନମିତ୍ ଇଲେକ୍ଟ୍ରୋନିକ୍ସର ମାଲିକ ମଖନ୍ ସିଂହଙ୍କର (୫୮) ଗତ ୨୬ ତାରିଖ ରାତି ୨ଟା ସମୟରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ
Read More...

ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ : ବନକର୍ମଚାରୀଙ୍କୁ ଅଟକ

ନୀଳଗିରି : ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ପ୍ରତି ଦିନ ହାତୀ କେଉଁଠି ନା କେଉଁଠି ତାଣ୍ଡବ ରଚୁଥୁବା ବେଳେ ଆଜି ଔପଦା ବ୍ଲକ ଢୋଲପୁର ଗ୍ରାମରେ ବହୁ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଛି । ନିକଟ ଜଙ୍ଗଲରୁ ଭୋର ସମୟରେ ହାତୀ ଗାଁ ମୁହାଁ ହେବା ସହ ସକାଳୁ ଗ୍ରାମର ବହୁ ଲୋକଙ୍କ
Read More...

ଯୋଗିସର୍ଡାରେ ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ଘଟଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଆଜି ଥିଲା ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମକୁ ଯାଇଥିବା ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ
Read More...

ଜାତୀୟ ଚିନ୍ତାଧାରା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ଚିନ୍ତାଧାରା ଦିବସ' ପାଳନ ପରସ୍ପରକୁ କିପରି ମୂଲ୍ୟବୋଧ ବିଷୟରେ ସଚେତନ କରାଇବାରେ ସହାୟକ ହୁଏ ତାହା ଦର୍ଶାଇବାକୁ ଏକ ସୁଯୋଗ ଆଣିଥାଏ । ଦିବସଟି ଏଭଳି ଏକ ଅଭିନବ ଉତ୍ସବ ଯାହା ବିଭିନ୍ନ ଉପାୟରେ ଶୁଭେଚ୍ଛା ଆଣିବା ପାଇଁ ଉଦ୍ଦିଷ୍ଟ ଅଟେ । ଏହା
Read More...

ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗାଁ ପଂଚାୟତର ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । କିନ୍ତୁ ମୃତ ମହିଳାଙ୍କ ପରିଚୟ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ସୂଚନା କ୍ରମେ ତେଲନଦୀରେ ଏକ ମୃତଦେହ ଭାସୁଥିବାର ଦେଖି ତେଲନଦୀ ପଂଚାୟତ ସରପଞ୍ଚ ରାଜୁ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି । ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଖଣ୍ଡ କାର୍ଯ୍ୟବାହ ଅନନ୍ତ ଦାଶ ଓ
Read More...